ବସ୍‌ ପଛରୁ ପିଟିଲା ଟ୍ରକ, ଚାଲିଗଲା ୧୮ ଶ୍ରମିକଙ୍କ ଜୀବନ

ବାରବାଙ୍କୀ : ଉତ୍ତର ପ୍ରଦେଶର ବାରବାଙ୍କୀରେ ଏକ ବଡଧରଣର ଦୁର୍ଘଟଣାରେ ଚାଲିଯାଇଛି ୧୮ ଶ୍ରମିକଙ୍କ ଜୀବନ । ରିପୋର୍ଟ ଅନୁସାରେ ଜାତୀୟ ରାଜପଥର ସଡକ ପାଶ୍ୱର୍ରେ ବସ୍‌ ଛିଡା ହୋଇଥିବାବେଳେ ବସସ୍ପଛପଟକୁ ଏକ ଟ୍ରକ ପିଟି ହୋଇଥିଲା । ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ।