ଉପ-ନିର୍ବାଚନ ପାଇଁ ବିଜେପିି ଷ୍ଟାର ପ୍ରଚାରକ ତାଲିକା

ରାଜ୍ୟରେ ଉପ-ନିର୍ବାଚନ ପାଇଁ ବିଜେପିି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପିି ।


ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ପ୍ରତାପ ଷଢଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, ଅରୁଣ ସିଂ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସମ୍ବିତ ପାତ୍ର, ସୁରେଶ ପୂଜାରୀଙ୍କ ନାଁ ସାମିଲ ରହିଛି ।