୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ । ବନ୍ଦ ଡାକରା….

ଦେବଗଡ: ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ । ବନ୍ଦ ଡାକରା ଦେଇଛି ଦେବଗଡ଼ ଜିଲ୍ଲା ବିଜେପି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକ ଅଖ ବନ୍ଦ । ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ । ଦେବଗଡ଼ ବିଧାୟକଙ୍କୁ ଅନ୍ୟାୟ ଭାବେ ଗିରଫ ଦାବିକୁ ଦୃଢ଼ ପ୍ରତିବାଦ ଓ ତିଲେଇବଣୀ ବିଡିଓଙ୍କ ଗିରଫ କରିବା ଦାବିରେ ବନ୍ଦ ପାଳନ। ତେବେ ଏହି ବନ୍ଦ ହେତୁ ଜୀବନଯାତ୍ରା ଏକରକମର ପ୍ରଭାବିତ ହୋଇଛି । ରାସ୍ତା ଉପରେ ଗାଡ଼ି ସବୁ ଗଦାହୋଇ ରହିଛି ।