ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଭାରତ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ପୂର୍ବରୁ ଭାରତୀୟ ଦଳ ସୋମବାର ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ୧୯ ଓଭରରେ ଭାରତ ୩ ୱିକେଟ ହରାଇ ୧୯୨ ରନ କରି ସହଜ ବିଜୟ ହାସଲ କରିଛି। ପୂର୍ବତନ ଚମ୍ପିଆନ୍‌ ଇଂଲଣ୍ଡ, ମ୍ୟାଚ ବିଜୟୀହେବା ଲାଗି ଭାରତ ପାଇଁ ୧୮୯ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।