କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତାଙ୍କ ସୂଚନା..!

ନୂଆଦିଲ୍ଲୀ :କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇନି । କରୋନାର ନୂଆ ଲହର ପାଇଁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ । କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତାଙ୍କ ସୂଚନା*
🌈ଗର୍ଭବତୀ ମହିଳାଙ୍କୁ କରୋନା ଟିକା ମନା*
🌈କରୋନା କାଳରେ ଗର୍ଭଧାରଣ ନେଇ କିଛି ନିର୍ଦ୍ଦେଶାବଳୀ ନାହିଁ।
🌈ଯଦି ଗର୍ଭ ରହିଗଲା ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
🌈ଗର୍ଭାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଏ।
🌈ଏହି ସମୟରେ କରୋନା ହେଲେ ମା ଓ ଶିଶୁଙ୍କୁ ସମସ୍ୟା ହୁଏ ।
🌈ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ।
🌈ଜଟିଳତା ନଥିଲେ ପ୍ରତି ମାସ ବଦଳରେ ୨ ମାସରେ ପରୀକ୍ଷା କରନ୍ତୁ।
🌈କୋଭିଡ୍ ଗାଇଡଲାଇନ୍ ମାନି ଅଲଟ୍ରାସାଉଣ୍ଡ କରନ୍ତୁ।
🌈ଗର୍ଭାବସ୍ଥାରେ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବ ନାହିଁ।
🌈ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ କରୋନା ଟିକା ମନା ।
🌈କୋରୋନା ସମ୍ପର୍କରେ ୧୦୪ ନମ୍ବରରେ କଲ୍‌ କରିପାରିବେ ।
🌈ଭୁବନେଶ୍ବରରେ ୧୯୨୯ ଦେୟମୁକ୍ତ ନମ୍ବର ଜାରି।
🌈ସବୁ ଜିଲ୍ଲାରେ ରହିଛି ଟେଲି ମେଡିସିନ ହବ୍ ।
🌈ଅକ୍ସିଜେନ୍ କମିଲେ ମୁହଁ ମାଡ଼ି ଶୋଇବା ଉଚିତ ।
🌈ହୋମ୍ ଆଇସୋଲେସନରେ ୯୦% ଲୋକ ଭଲ ହେଉଛନ୍ତି ।
ଭାଇରସର ନୂଆ ମ୍ୟୁଟେସନ ଯୋଗୁଁ ଶିଶୁ ଆକ୍ରାନ୍ତ ହେଉଛନ୍ତି ।
🌈ରାଜ୍ୟରେ ୨୦% ଶିଶୁ ଓ କିଶୋର ପଜିଟିଭ ହେଉଛନ୍ତି ।
🌈ଶିଶୁମାନେ କୋରୋନା ସଂକ୍ରମିତ ହେଲେ ଆରୋଗ୍ୟ ସମ୍ଭାବନା ଅଧିକ ।
🌈ସୁସ୍ଥ ହେବାର ୪/୫ ମାସରେ ଶାରୀରିକ ଜଟିଳତା ଦେଖାଯାଉଛି ।
🌈ସେମାନଙ୍କ କିଡନି ଓ ଫୁସଫୁସ ପ୍ରଭାବିତ ହେଉଥିବା ଦେଖାଯାଉଛି ।
🌈ଶିଶୁଙ୍କୁ ତରଳ ଝାଡ଼ା, କୁଣ୍ଡେଇ ହେବା ହେଉଛି କୋରୋନାର ଲକ୍ଷଣ ।
🌈ବୟସ୍କଙ୍କୁ ଦିଆଯାଉଥିବା କୋରୋନା ଔଷଧ ପିଲାଙ୍କୁ ଦିଆଯାଇପାରିବ ।