୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ଏକ ବଡ଼…..

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା ମିଳିଛି। ପାଟପୁର ପୋଲିସ ଗୁପ୍ତ ସୂତ୍ରରୁ ଖବର ପାଇ ପଳାସପୁର ଗାଁର ଗୋଟିଏ ଘରୁ ଦୁଇଟି ବ୍ୟାଗରେ ଥିବା  ୮୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ  ୧୦ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଗଞ୍ଜେଇ ଜବତ ପରେ ପାଟପୁର ପୋଲିସ ଘୋଡାହାଡ଼ ନଦୀ ସେତୁ ପାଖ କେନାଲ ସାହି  ଘରୁ ଅଭିଯୁକ୍ତକୁ କାବୁ କରିଛି ।