କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶୀଲଙ୍କା ମଧ୍ୟରେ ହେବାକୁ ଥିବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍‌ ବାତିଲ ହୋଇଛି । ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦କୁ ବାତିଲ କରିଦିଆଯାଇଛି । ପ୍ରଶ୍ନ ଉଠିଛି ବାୟୋ ବବଲରେ ଥାଇ ମଧ୍ୟ କିଭଳି ଭାବେ କରୋନାରେ ଆକ୍ରାନ୍ତ ହେଲେ କ୍ରୁନାଲ ପାଣ୍ଡ୍ୟା ।