ଶାରଳା ମନ୍ଦିରରେ 5T ସଚିବ, ଉନ୍ନୟନମୂଳକ କାମକୁ ନେଇ କଲେ ସମୀକ୍ଷା

ଜଗତସିଂହପୁର ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ମାଆ ଶାରଳାଙ୍କ ଦର୍ଶନ ସହ ମନ୍ଦିରର ଉନ୍ନୟନମୂଳକ…..

ଜଗତସିଂହପୁର: ଜଗତସିଂହପୁର ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ମାଆ ଶାରଳାଙ୍କ ଦର୍ଶନ ସହ ମନ୍ଦିରର ଉନ୍ନୟନମୂଳକ କାମକୁ ନେଇ ସମୀକ୍ଷା କରିଛନ୍ତି । ଏହା ସହ ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ପରେ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ୱିକ ସ୍ଥାନ ବୁଲି ଦେଖିଛନ୍ତି 5T ସଚିବ ।