କେନ୍ଦ୍ରାପଡ଼ା,(ଏସ୍ ନ୍ୟୁଜ): ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲାମହିଳା ମୋର୍ଚ୍ଚା ର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଜ୍ଯ ମହିଳାମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମୂଖ୍ଯ ଅତିଥି, ବରିଷ୍ଠ ନେତ୍ରୀ କାନନବାଳା ପଟ୍ଟନାୟକ,ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ସୁନାକର ବେହେରା, ନଗର ଉପସଭାନେତ୍ରୀ ସସ୍ମିତା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତଙ୍କ ଉପସ୍ଥିତିରେ ଶତାଧିକ ମହିଳା ଉପସ୍ଥିତ ଥିଲେ