ସୀମା ଟପିଲା ସାମନ୍ଥାଙ୍କ ବୋଲ୍ଡ ଫଟୋସୁଟ

ସାମନ୍ଥାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

ନୂଆଦିଲ୍ଲୀ : ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । କଳା-ହଳଦିଆ ପ୍ୟାଣ୍ଟ ସହିତ ଏକ କଳା ବିକିନି ଟପ ପିନ୍ଧିଥିବାବେଳେ ନ୍ୟୁଡ ମେକଅପ୍‌ ନେଇଛନ୍ତି । ସାମନ୍ଥାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ବୋଲ୍ଡ ଲୁକ ଫ୍ୟାନ୍ସଙ୍କ ମନରେ ନିଆଁ ଲଗାଇଛି । ସୂଚନାଯୋଗ୍ୟ ଯେ, ସାମନ୍ଥାଙ୍କ ହାତରେ ଆଗକୁ ବହୁତ ପ୍ରୋଜେକ୍ଟ ଅଛି ।