ଭାଇରାଲ ହେଉଛି ଜାହ୍ନବୀଙ୍କ ବୋଲ୍ଡ ଫଟୋ

ଏହି ଫଟୋରେ ସେ ହ୍ୱାଇଟ ବ୍ରା ସହିତ ସର୍ଟ୍ସ ପିନ୍ଧିଛନ୍ତି…

ମମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ନିଜ କିଲର ଅନ୍ଦାଜ ପାଇଁ ବେଶ ଚର୍ଚ୍ଚାରେ । ନିକଟରେ ସେ ଫଟୋସୁଟ କରାଇଥିଲେ ଯେଉଁଥିରେ ତାଙ୍କ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରୁଛି । ଜାହ୍ନବୀ ଫଟୋରେ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ହ୍ୱାଇଟ ବ୍ରା ସହିତ ସର୍ଟ୍ସ ପିନ୍ଧିଛନ୍ତି । ଜାହ୍ନବୀ ନିକଟରେ ଆଉ ଥରେ ଫଟୋସୁଟ କରାଇଥିଲେ । ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏହାକୁ ଦେଖିବା ପରେ ଫ୍ୟାନ୍ସଙ୍କୁ ଲାଗିଥିଲା କି ବୋଧହୁଏ ଏହା ଟପଲେସ ଫଟୋ । ପରେ ସେ ଦ୍ୱିତୀୟ ଫଟୋ ପୋଷ୍ଟ କରିଥିଲେ ଯାହାକୁ ଦେଖିବା ପରେ ଜଣା ପଡିଲା ଯେ ସେ ଟପଲେସ ନୁହେଁ ବରଂ ବ୍ୟାକଲେସ ଫଟୋ ଥିଲା । ଜାହ୍ନବୀ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରୁହନ୍ତି ।