ଇସ୍ତଫା ଦେଲେ ମୁକ୍ତାର ଆବାସ
ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକ୍ତାର ଆବାସ ନକଭିଙ୍କ ପ୍ରଶଂସା କରିଥିଲେ…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ପଦରୁ ମୁକ୍ତାର ଆବାସ ନକଭି ଇସ୍ତଫା ଦେଇଛନ୍ତି । ଏନେଇ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଏହାପୂର୍ବରୁ କ୍ୟାବିନେଟ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକ୍ତାର ଆବାସ ନକଭିଙ୍କ ପ୍ରଶଂସା କରିଥିଲେ ।