ବ୍ରେକ ପରେ ପୁଣି ବୋଲ୍ଡ ଅବତାରରେ ମୌନି

ଏହି ବୋଲ୍ଡ ଲୁକ ଏବେ ଭାଇରାଲ ହେବାରେ ଲାଗିଛି…

ମୁମ୍ବାଇ : ଅଭିନେତ୍ରୀ ମୌନି ରୟ ତାଙ୍କ ଷ୍ଟାଇଲ ସହ ଫ୍ୟାଶନ ସେନସ ପାଇଁ ଜଣାଶୁଣା । ସେ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ହେଲେ ବିବାହ ପରେ ଏବେ ମୌନିଙ୍କର ଦେଖିବାକୁ ମିଳିଛି ନୂଆ ବୋଲ୍ଡ ଲୁକ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ତାଙ୍କ ନୂଆ ଅନ୍ଦାଜ ପାଇଁ ମତୁଆଲା ହୋଇଛନ୍ତି । ଏହି ଫଟୋରେ ଅଭିନେତ୍ରୀଙ୍କୁ ଏକ ଧଳା ରଙ୍ଗର ଶ୍ରଗ ସହିତ ବିକିନିରେ ନଜର ଆସିଛନ୍ତି । ଏହି ବୋଲ୍ଡ ଲୁକ ଏବେ ଭାଇରାଲ ହେବାରେ ଲାଗିଛି ।