ଟେକ୍ସାସର ହ୍ୟୁଷ୍ଟନ୍ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆମେରିକାର ରାଷ୍ଟ୍ରପତିଙ୍କ ପରିଚୟ
ସେ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ ଦୁନିଆଁ ପାଇଁ ବହୁତ କିଛି ହାସଲ କରିଛନ୍ତି…..
ଶୁଭ ସକାଳ ହ୍ୟୁଷ୍ଟନ୍,
ଶୁଭ ସକାଳ ଟେକ୍ସାସ,
ଶୁଭ ସକାଳ ଆମେରିକା,
ବନ୍ଧୁଗଣ ,
ଆଜିସକାଳେଆମସହିତଏକବିଶେଷବ୍ୟକ୍ତିଅଛନ୍ତି।ତାଙ୍କରକୌଣସିପରିଚୟଦରକାରନାହିଁ।ପୃଥିବୀରପ୍ରତ୍ୟେକବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ।
ବିଶ୍ବ ରାଜନୀତିରେ ଦୁନିଆର ପ୍ରାୟ ପ୍ରତ୍ୟେକ ବାର୍ତ୍ତାଳାପରେ ତାଙ୍କ ନାମ ଆସେ । ତାଙ୍କର ପ୍ରତ୍ୟେକ ଶବ୍ଦକୁ କୋଟି କୋଟି ଲୋକମାନେ ଅନୁସରଣ କରନ୍ତି।
ସେମହାନଦେଶରସର୍ବୋଚ୍ଚପଦବୀଗ୍ରହଣକରିବାପୂର୍ବରୁମଧ୍ୟଘରେଘରେପରିଚିତଏବଂବହୁତଲୋକପ୍ରିୟଥିଲେ।
ସିଇଓଙ୍କଠାରୁନେଇକମାଣ୍ଡରଇନ୍ଚିଫ୍, ବୋର୍ଡ଼ରୁମୁନେଇଓଭାଲ୍ଅଫିସ୍ପର୍ଯନ୍ତ, ଷ୍ଟୁଡିଓଠାରୁନେଇଗ୍ଲୋବାଲଷ୍ଟେଜ୍ପର୍ଯ୍ୟନ୍ତ, ରାଜନୀତିଠାରୁନେଇଅର୍ଥବ୍ୟବସ୍ଥାଏବଂସୁରକ୍ଷାପର୍ଯ୍ୟନ୍ତପ୍ରତିସ୍ଥାନରେସେଗଭୀରଓସ୍ଥାୟୀପ୍ରଭାବଛାଡ଼ିଛନ୍ତି।
ଆଜିସେଆମସହିତରହିଛନ୍ତି।ଆମେଆକର୍ଷଣୀୟଷ୍ଟାଡିୟମଓଆକର୍ଷଣୀୟସଭାରେତାଙ୍କରସ୍ବାଗତକରିବାମୋପାଇଁସମ୍ମାନଓସୌଭାଗ୍ୟରବିଷୟଅଟେ।
ଏବଂକହିବାକୁଚାହିଁବିଯେ, ମୋତେଅନେକସମୟରେତାଙ୍କରସହିତସାକ୍ଷାତକରିବାରସୁଯୋଗମିଳିଛିଏବଂପ୍ରତିଥରମୋତେବନ୍ଧୁତା, ଉତ୍ସାହ, ଶକ୍ତିମିଳିଛି।ସେହେଉଛନ୍ତିଯୁକ୍ତରାଷ୍ଟ୍ରଆମେରିକାରରାଷ୍ଟ୍ରପତି – ଶ୍ରୀଡୋନାଲ୍ଡଟ୍ରମ୍ପ
ଏହାଅସାଧାରଣ ,ଏହାଅଭୂତପୂର୍ବ ଅଟେ।
ବନ୍ଧୁଗଣ ,
ଯେପରିମୁଁଆପଣମାନଙ୍କୁକହିଲିଯେଆମେକିଛିଥରସାକ୍ଷାତକରିଛୁଏବଂପ୍ରତିଥରସେସେହିପରିଉତ୍ସାହ, ବନ୍ଧୁତା, ଆଗ୍ରହସହକାରେସାକ୍ଷାତକରିଛନ୍ତି।ମୁଁଆଉକିଛିବିଷୟପାଇଁମଧ୍ୟତାଙ୍କରପ୍ରଶଂସାକରୁଛି।
ତାଙ୍କର ନେତୃତ୍ବର କ୍ଷମତା, ଆମେରିକା ପାଇଁ କିଛି କରିବାର ଉତ୍ସାହ, ପ୍ରତ୍ୟେକ ଆମେରିକିୟଙ୍କ ପାଇଁ ଭଲ ପାଇବା, ଆମେରିକାର ଭବିଷ୍ୟତ ପାଇଁ ଏବଂ ଆମେରିକାକୁ ପୁଣି ଥରେ ମହାନ୍ କରିବା ନିମନ୍ତେ ତାଙ୍କର ସଙ୍କଳ୍ପ ବାସ୍ତବିକ ପ୍ରଶଂସନୀୟ।
ଏବଂ ସେ ପୂର୍ବରୁ ହିଁ ଆମେରିକାର ଅର୍ଥବ୍ୟବସ୍ଥାକୁ ମଜବୁତ୍ କରି ସାରିଛନ୍ତି।ସେ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ ଦୁନିଆଁ ପାଇଁ ବହୁତ କିଛି ହାସଲ କରିଛନ୍ତି।
ବନ୍ଧୁଗଣ ,
ଆମେଭାରତରେ, ରାଷ୍ଟ୍ରପତିଟ୍ରମ୍ପଙ୍କସହିତଆମରବହୁତଭଲପାଇବାରହିଛି।ପ୍ରାର୍ଥୀଟ୍ରମ୍ପଙ୍କଶବ୍ଦ – ‘ଅବ୍କିବାରଟ୍ରମ୍ପସରକାର’ ତୀବ୍ରଭାବରେଏବଂସ୍ପଷ୍ଟଭାବରେଗୁଞ୍ଜରିତହେଉଚିଏବଂହ୍ବାଇଟ୍ହାଉସରେତାଙ୍କରଉତ୍ସବରେଲକ୍ଷଲକ୍ଷଲୋକମାନଙ୍କରମୁଁହରେଖୁସିଓପ୍ରଶଂସାରଚମକସୃଷ୍ଟିକରିଛନ୍ତି।
ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଭେଟିଥିଲି ସେ ମୋତେ କହିଥିଲେ , ହ୍ବାଇଟ୍ ହାଉସ୍ ରେ ଭାରତ ଏକ ପ୍ରକୃତ ବନ୍ଧୁ ଅଟେ। ଆଜି ଏଠାରେ ଆପଣମାନଙ୍କର ଉପସ୍ଥିତି ଏହାର ଏକ ବଡ ପ୍ରମାଣ ଅଟେ ।
ଏହିବର୍ଷଗୁଡ଼ିକମଧ୍ୟରେଉଭୟଦେଶସମ୍ପର୍କକୁନୂତନଶିଖରକୁନେଇଛନ୍ତି।ଶ୍ରୀମାନ୍ରାଷ୍ଟ୍ରପତିଆଜିସକାଳେହ୍ୟୁଷ୍ଟନରେ, ବିଶ୍ବରଦୁଇଜଣସବୁଠାରୁବଡ଼ଲୋକତନ୍ତ୍ରରଏହିଉତ୍ସବରେଆପଣଏହିମହାନ୍ସହଭାଗୀତାରସ୍ପନ୍ଦନକୁଶୁଣିପାରିବେ।
ଆପଣଆମରଦୁଇଟିମହାନଦେଶମଧ୍ୟରେମାନବୀୟସମ୍ପର୍କରଶକ୍ତିଏବଂଗଭୀରତାକୁଅନୁଭବକରିପାରିବେ।ହ୍ୟୁଷ୍ଟନରୁହାଇଦ୍ରବାଦପର୍ଯ୍ୟନ୍ତ, ବୋଷ୍ଟନରୁବେଙ୍ଗାଲୁରୁପର୍ଯ୍ୟନ୍ତ, ଶିକାଗୋରୁସିମଲାପର୍ଯ୍ୟନ୍ତ, ଲସଏଞ୍ଜେଲସରୁଲୁଧିଆନାପର୍ଯ୍ୟନ୍ତ, ନ୍ୟୁଜର୍ସିରୁନୂଆଦିଲ୍ଲୀପର୍ଯ୍ୟନ୍ତସମସ୍ତଲୋକମାନଙ୍କସହିତହୃଦୟରୁସମ୍ପର୍କରହିଛି।
ଭାରତରେଏହିସମୟରେରବିବାରବିଳମ୍ବିତରାତ୍ରିହେବାସତ୍ତ୍ବେକୋଟିକୋଟିଲୋକସେମାନଙ୍କରଟିଭିସମ୍ମୁଖରେରହିଛନ୍ତିଏବଂବିଶ୍ବବ୍ୟାପୀଭିନ୍ନଭିନ୍ନସମୟକ୍ଷେତ୍ରରେଲକ୍ଷଲକ୍ଷଲୋକମାନେଆଜିଆମସହିତରହିଛନ୍ତି।ସେମାନେଇତିହାସସୃଷ୍ଟିହେଉଥିବାରଦେଖୁଛନ୍ତି।
ରାଷ୍ଟ୍ରପତିମହୋଦୟ, ଆପଣମୋତେ 2017 ରେନିଜରପରିବାରସହିତସାକ୍ଷାତକରାଇଥିଲେଏବଂଆଜିମୋତେଆପଣଙ୍କୁମୋରପରିବାରଏକଶହକୋଟିରୁଅଧିକଭାରତୀୟଏବଂସାରାଦୁନିଆଁରେଥିବାଭାରତୀୟଲୋକମାନଙ୍କୁସାକ୍ଷାତକରାଇବାରସମ୍ମାନମିଳିଛି।
ଦେବୀ ଓ ସଜ୍ଜନଗଣ, ମୁଁ ଆଜି ମୋର ମିତ୍ର, ଭାରତର ମିତ୍ର, ଜଣେ ମହାନ୍ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆପଣଙ୍କ ନିକଟରେ ଉପସ୍ଥାପନ କରୁଛି ।