ନିମାପଡ଼ାରୁ ପ୍ରଚଣ୍ଡ ଶଙ୍ଖନାଦ, ଆହୁରି ପ୍ରଖର ହେଉଛି ଜନବିଶ୍ୱାସ

ଲୋକାରଣ୍ୟ ଭିତରେ ବିଜୟର ଅଟଳ ସଂକଳ୍ପ ଓ ସମବେତ ଜୟ ଜୟକାର, ବିଶ୍ୱାସକୁ ବହୁଗୁଣିତ କରିଛି। ନିଜ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟିକ ପାଇଁ ନିମାପଡ଼ାବାସୀଙ୍କ ଏ ଭଲପାଇବା ଓ ଉତ୍ସାହ, ବିକାଶର ଗାଥା ଗାଉଛି। ସଭିଙ୍କ ସଂକଳ୍ପ ସାକାର ହେବାକୁ ଯାଉଛି, ଜୁନ୍ ଆସୁଛି।