ମଙ୍ଗଳରେ ଜୀବଜଗତ ଅବସ୍ଥିତି ସଂପର୍କରେ ନାନା ରହସ୍ୟମୟ ତଥ୍ୟ ମହାକାଶ ବିଜ୍ଞାନୀଙ୍କ ଦୃଷ୍ଟିକୁ ଆସୁଛି ।
ନିକଟରେ ମଙ୍ଗଳ ପୃଷ୍ଠରୁ ସଂଗୃହୀତ କିଛି ଫଟୋରୁ ପିରାମିଡ୍ ଠାବ କରାଯାଇଛି । ପିରାମିଡ୍ ଆକାରର କିଛି ଛବି ଦେଖିବା ପରେ ମହାକାଶ ବିଜ୍ଞାନୀ ଆଶଙ୍କା କରନ୍ତି ଯେ ହୁଏତ ମଙ୍ଗଳ ପୃଷ୍ଠରେ ମଣିଷ ସଭ୍ୟତା ଥିଲା ।
ତା’ ନହେଲେ ପିରାମିଡ୍ ଆକୃତିର ଛବିଗୁଡ଼ିକ ଦେଖାଯିବାର କାରଣ କ’ଣ ହୋଇପାରେ?