ରୁଷ୍ ବିରୁଦ୍ଧରେ ରଣହୁଙ୍କାର ଦେଲେ ୮ଶକ୍ତିଶାଳୀ ଦେଶ

ଜର୍ମାନୀ , ସ୍ୱିଡେନ ସମେତ 5 ଟି ଦେଶ ନେଲେ ବଡ ପଦକ୍ଷେପ। ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କେତେ ବଡ ଏବଂ କେତେ ଭିଷଣ ହେବାରେ ଲାଗିଛି । ତାହା ଏହିଥିରୁ ଆକଳନ କରାଜାଇ ପାରିବ ଯେ ଦଶନ୍ଧି ଧରି ନରେପେକ୍ଷ ଥିବା ଦେଶ ମାନେ ବି ଏବେ ଯୁଦ୍ଧ ରେ ସାମିଲ ହେବେ ।

1939 ପରେ ସ୍ୱିଡେନ ସାମରିକ ମୂର୍ଚ୍ଚା ରେ ଅନ୍ୟ କୈଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି । ଏହା ସହିତ ଜର୍ମାନୀ ନିଜର ପ୍ରତିରକ୍ଷା ପାଇଁ 100 ବିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି । ତେବେ ସେହି ପାଞ୍ଚ ଗୋଟି ଦେଶ ଯିଏ ଶାନ୍ତ ଥିଲା ହେଲେ ବର୍ତମାନ ଯୁଦ୍ଧ ମୋଡ କୁ ଆସି ଜାଇଛନ୍ତି ।

ପ୍ରଥମେ ସ୍ୱିଡେନ , ଏହି ଦେଶ ର ପ୍ରଧାନ ମନ୍ତ୍ରୀ ମେକଡୋନାଲ ଅଣ୍ଡ୍ରୋସନ , ସୋମବାର ୟୁକ୍ରେନ ର ସାମରିକ ମୋର୍ଚ୍ଚା ପାଇଁ ସହାୟତା ଘୋଷଣା କରିଥିଲେ । ସେ କହିଛନ୍ତି କି ସ୍ୱିଡେନ ଅନ୍ୟ ଦେଶକୁ ସାମରିକ ସହାୟତା ଯୋଗେଇ ନଦେବା ପାଇଁ ଏହି ଡୋଫରିନ କୁ ଭାଙ୍ଗିଛି । ଅଣ୍ଡ୍ରୋସନ କହିଛନ୍ତି ସ୍ୱିଡେନ ୟୁକ୍ରେନ କୁ 5 ହଜାର ଏଣ୍ଟି ଟ୍ୟାଙ୍କ୍ ଯୋଗେଇ ଦେବ । ଏହା ସହିତ 1.35 ଲକ୍ଷ ଫିଲ୍ଡ ରାଇଫଲ , 5 ହଜାର ହେଲମେଟ ଏବଂ 5 ହଜାର ବଟି ଆର୍ମାର ମଧ୍ୟ ପଠାଯିବ । ଶେଷ ଥର ପାଇଁ ସ୍ୱିଡେନ 1945 ରେ ସାହାଯ୍ୟ କରିଥିଲା ଯେତେ ବେଳେ ଫିନଲାଣ୍ଡ ଉପରେ ସୋଭିୟତ ସଙ୍ଘ ଆକ୍ରମଣ କରିଥିଲା ।

ଏହା ପରେ ରହିଛି ସୁଇଜର ଲାଣ୍ଡ ବର୍ତମାନ ପର୍ଯ୍ୟନ୍ତ ନିରେପେକ୍ଷ ଥିବା ସୁଇଜର ଲାଣ୍ଡ ମଧ୍ୟ ଏବେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନ ଙ୍କୁ ସମାଲୋଚନା କରିଛି । ରାଷ୍ଟ୍ରପତି ଇଗ୍ନେଜିୟଜ କେସିସ୍ କହିଛନ୍ତି ଏହି ଯୁଦ୍ଧ ଇୟୁରୋପ ର ହୃଦୟ ରେ ଚାଲୁଛି ସେ ଏହି ଯୁଦ୍ଧ ଅନ୍ତର୍ଜାତୀୟ ନିୟମ ର ଉଲଙ୍ଘନ ବୋଲି ସେ କହିଛନ୍ତି । ରାଜନୈତିକ ତରଫ ରୁ ଋଷ ର ଏହି ଆକ୍ରମଣ ଅନୈତିକ ଅଟେ । କେବଳ ଏତି ନୁହେଁ ସୁଇଜର ଲାଣ୍ଡ ଇୟୁରୋପିୟ ସଙ୍ଘ ର ସଦସ୍ୟ ନୁହଁନ୍ତି । କିନ୍ତୁ ସେ ଇୟୁରୋପିୟ ସଙ୍ଘ ଦ୍ୱାରା ଋଷ ଉପରେ ଲାଗୁ କରାଜାଇ ଥିବା ସମସ୍ତ ପ୍ରତିବନ୍ଧକ କୁ ମଧ୍ୟ କାର୍ଯ୍ୟକାରୀ କରିବ ।