ରସଗୋଲା ଓଡିଶାର: ହୁମା କ୍ୟୁରେସୀ

ଭୁବନେଶ୍ୱର : ବଲିଉଡ ଜଣାଶୁଣା ଅଭିନେତ୍ରୀ ହୁମା କ୍ୟୁରେସୀ କହିଛନ୍ତିି ଯେ, ରସଗୋଲା ବିବାଦରେ ଓଡିଶାକୁଙ୍କ ସମର୍ଥନ ମିଳିଛି । ରସଗୋଲ ଓଡିଶାର ବୋଲି ହୁମା ସ୍ପଷ୍ଟ ଭାବେ କହିଛନ୍ତି । ବଲିଉଡ ଜଣାଶୁଣା ଅଭିନେତ୍ରୀ ହୁମା କ୍ୟୁରେସୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମନ୍ତବ୍ୟ ଦେଇଛନ୍ତି । ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ ବୋଲି ଅଭିନେତ୍ରୀ ହୁମା କ୍ୟୁରେସୀ କହିଛନ୍ତି ।