ବିବାହ ପରେ ଦମ୍ପତିଙ୍କ ମଧ୍ୟର ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ, ଯାହାକି ସମ୍ପର୍କ ଭାଙ୍ଗିବାର ବଡ କାରଣ ହୁଏ । ଯଦିଓ ସମ୍ପର୍କରେ ସ୍ୱଚ୍ଛତା ବା ସତ କହିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି ଜିନିଷ ଲୁଚାଇ ରଖିବା ଭଲ । ତେବେ ଆସନ୍ତୁ ଜାଣିବା କିଛି ସିକ୍ରେଟ୍, ଯାହା ଆପଣ ନିଜର ପ୍ରେମ ଜୀବନରେ ଅନ୍ତର୍ଭୁକ୍ତ କରି ପାର୍ଟନରଙ୍କ ଅସନ୍ତୋଷକୁ ଦୂର କରିପାରିବେ ।
