Browsing Category
ରାଜନୀତି
Politics News: Get Live Politics news and updates from India on Indian Politics. Read all the latest Politics headlines, odisha politics news current affairs online and more
କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ…
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ!-->…
ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ୬ ହଜାର ୧୪୩ କୋଟି…
ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ସମ୍ପର୍କୀତ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ*ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ!-->…
ଶିକ୍ଷୀତ ଯୁବଗୋଷ୍ଠୀ ପ୍ରଫେସନାଲ କଂଗ୍ରେସରେ ସାମିଲ ହେବାପାଇଁ ରାଜ୍ୟ ପ୍ରଫେସନାଲ କଂଗ୍ରେସର…
ଭୁବନେଶ୍ୱର,(ଏସ୍ ନ୍ୟୁଜ):- ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖା ପୁନଃର୍ଗଠିତ ହେବାପରେ ଏହାର ପ୍ରଥମ ସାମ୍ବାଦିକ ସମ୍ମିଳନୀ!-->…
ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ରକ୍ତଦାନ ଶିବିର
ଭୁବନେଶ୍ୱର,(ଏସ୍ ନ୍ୟୁଜ): କୋଭିଡ୍-୧୯ ଗାଇଡଲାଇନକୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’!-->…
ମାୟାବତୀଙ୍କ ବ୍ରାହ୍ମଣ ସମ୍ମିଳନୀ
ୟୁପି: ଆସନ୍ତା ଜୁଲାଇ ୨୩ ତାରିଖରେ ବହୁଜନ ସମାଜପାର୍ଟି (ବିଏସପି) ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛି । ପାର୍ଟିର ଅଧ୍ୟକ୍ଷା ତଥା!-->…
‘ନ୍ୟୁଜ୍ କ୍ଲିକ୍’ ନାମକ ଏକ ନ୍ୟୁଜ୍ ୱେବସାଇଟ ଭାରତକୁ ବଦନାମ କରିବା ପାଇଁ କାର୍ଯ୍ୟ କରୁଛି:…
ନୂଆଦିଲ୍ଲୀ: ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ସାରା ବିଶ୍ୱରେ ଆମର ଟିକା ନୀତିକୁ ପ୍ରଶଂସା କରାଯାଇଥିଲା | କିଛି!-->…
କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି ।!-->…
ଆସନ୍ତା ୨୦ରେ ବିକ୍ଷୋଭ କରିବ ବିଜେଡ଼ି
ଭୁବନେଶ୍ୱର,(ଏସ୍ ନ୍ୟୁଜ): ଧାନ କିଣାକୁ ନେଇ ବିଜେପିର ଆକ୍ଷେପ ପରେ ଦୃଢ଼ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ!-->…
ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ରାଜ୍ୟବାସୀଙ୍କୁ ଧାନ କିଣା ସଂକ୍ରାନ୍ତରେ ବିଭ୍ରାନ୍ତ…
ଭୁବନେଶ୍ୱର,(ଏସ୍ ନ୍ୟୁଜ): ଧାନ ସଂଗ୍ରହ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଏହା ଓଡିଶା ସରକାରଙ୍କର ନୁହେଁ । ହେଲେ ଓଡିଶା ବିଜେପି!-->…
ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଭାବେ ଅର୍ପିତା ଅପରାଜିତା ବଡଜେନାଙ୍କୁୁ ଦାୟିତ୍ୱ
ଭୁବନେଶ୍ୱର,(ଏସ୍ ନ୍ୟୁଜ): ଭାରତୀୟ ଜନତା ପାର୍ଟୀ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ!-->…