ସମ୍ବଲପୁର ଜିଲ୍ଲା ଗ୍ରାହକ ବିବାଦ କମିଶନ, ଏକ ବେସରକାରୀ ଡାକ୍ତରଖାନା ଉପରେ ପେନାଲଟି ଲାଗୁକରିଛି ୨ ଲକ୍ଷ ଟଙ୍କା ବିଲ୍ଲ କୁ ନେଇକି । ସମ୍ବଲପୁର ଡାକ୍ତରଖାନାକୁ ଆସିଥିଲେ ଜଣେ ରୋଗୀ ନିଜର ବାପାଙ୍କ ଚିକିତ୍ସା କରିବା ପାଇଁ ମାତ୍ର ତିନି ଦିନ ର ଚିକିତ୍ସା ପରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ।
ତାଙ୍କ ପରିବାରଙ୍କୁ ୬,୭୪୫ ଟଙ୍କାର ବିଲ ଦିଆଯାଇଥିଲା ଯେଉଁଥିରେ ସିଟି ସ୍କାନ ର ବିଲ ଉଲେଖ ନଥିଲା ।
କିନ୍ତୁ ଯେତେବେଳେ ସେ ଯାଞ୍ଚ କରିଥିଲେ ସିଟି ସ୍କାନ ର କୌଣସି ବିଲ ନଥିଲା ।
ସେ ଡାକ୍ତରଖାନା କୁ ରିପୋର୍ଟ ଦେବା ପାଇଁ ଅନୁରାଧ କରିଥିଲେ କିନ୍ତୁ ସେ ନିରାଶ ହୋଇଥିଲେ ମଧ୍ୟ ତାଙ୍କୁ କିଛି ସାହାଯ୍ୟ ମିଳିନଥିଲା ତେଣୁ ସେ କୋର୍ଟ ର ସାହାଯ୍ୟ ନେଇଥିଲେ । ଯେଉଁଠି କୋର୍ଟ ତାଙ୍କ ପକ୍ଷ ନେଇଥିଲା