ଶିକ୍ଷକ ଦମ୍ପତି: ସ୍ତ୍ରୀକୁ ହତ୍ୟାକରି ସ୍ବାମୀର ଆତ୍ମହତ୍ୟା

‘ଶିକ୍ଷକ ଦମ୍ପତି ଙ୍କ ମୃତ୍ୟୁ ରହସ୍ୟ’ ସ୍ତ୍ରୀ ର ମୣତଦେହ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲା ରେ ନିର୍ମାଣ ଚାଲିଥିବା ନୂତନ ଘର ଭିତରୁ ଉଦ୍ଧାର କରିଛି ପୁଲିସ । ସ୍ବାମୀ ସ୍ତ୍ରୀ କୁ ହତ୍ୟା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପେlଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପଡୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷକ ବୣନ୍ଦାବନ ମହାନ୍ତ ଗତକାଲି ନିଜ ଗାଁ ବାରିଆ ଥାନା ଅନ୍ତର୍ଗତ ବିରିକୁଆଁ ରେ ଘର ଭିତରେ ଫାସି ଦେଇ ଆତ୍ମହତ୍ୟା କରିଥିଲେ। ତାକଂ ମୣତଦେହ ବାରିଆ ପୁଲିସ ଚମ୍ପୁଆ ଡାକ୍ତର ଖାନା ବିବେଛ୍ଛେଦ ପାଇଁ ପଠାଇଥିବା ବେଳେ ଗତ ମଗଂଳବାର ରୁ ବୣନ୍ଦାବନକଂ ସ୍ତ୍ରୀ ମଞ୍ଜୁଳାକଂ ମେlବାଇଲ ସୁଇଚ ଅପ ରହିଥିଲା। ମଞୁଳା ଚମ୍ପୁଆ ବ୍ଲକ ବାକଂ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହିନ୍ଦି ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ମଗଂଳ ବାର ସ୍କୁଲ ଯାଇ ଥିବା ବେଳେ ସନ୍ଧ୍ୟା ରୁ ତାକଂ ମେlବାଇଲ ସୁଇଚ ଅପ ରହିଥିଲା। ତାକଂ ମୣତ ଦେହ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲା ଠାରେ ନୂତନ ଘର ଭିତରୁ ଉଦ୍ଧାର କରାଯାଇଛି।

୨୨ ବର୍ଷ ତଳେ ପ୍ରେମ ବିବାହ କରିଥିବା ଏମାନେ ତାକଂର ଦୁଇଟି ପୁଅ ଅଛନ୍ତି। ଗତ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆରମ୍ଭ ହେଇ ଥିଲା ଫଳରେ ବୣନ୍ଦାବନ ଗାଁ ରେ ଦୁଇପୁଅକଂ ସହ ରହୁଥିବା ବେଳେ ମଞୁଳା ଚମ୍ପୁଆ ଠାରେ ଘର ଭଡା ନେଇ ରହୁଥିଲେ।

ବୣନ୍ଦାବନ ଗାଁ ରେ ଆତ୍ମହତ୍ୟା କରିଥିବା ବେଳେ ମଞ୍ଜୁଳାକଂ ଯେlଗାଯେlଗ କରି ନ ପାରି ତାକଂ ଦୁଇ ପୁଅ ଓ ଭାଇ ପ୍ରଥମେ ଭଡା ଘରକୁ ଯାଇ ସେଠାରେ ତାକୁଂ ନ ପାଇ ରାମଲା ନୂଆ ଘରକୁ ଆସି ଝରକା ପଟୁ ମଞୁଳାକଂ ଗଳିତ ମୣତଦେହ ଘର ଭିତରେ ଏକ ଖଟ ଉପରେ ପଡିଥିବା ଦେଖି ପେlଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ କଂ ଉପସ୍ଥିତ ରେ ବନ୍ଦ ପଡିଥିବା ଘରର ତାଲା ଭାଗିଂ ତଦନ୍ତ ଆରମ୍ଭ କରିଛି। ତେବେ ବୣନ୍ଦାବନ ମଞ୍ଜୁଳାକୁଂ ମଗଂଳବାର ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରି ତଦନ୍ତ ଜାରି ରଖିଛି।