ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।
ତଦନୁଯାୟୀ ଯେ କୌଣସି ସ୍ନାତକ ଛାତ୍ରଛାତ୍ରୀ OPSC ଅଫିସିଆଲ୍ ୱେବସାଇଟ୍, https://www.opsc.gov.in/Public/OPSC/Default.aspx କୁ ଯାଇ ଆବେଦନ କରିବା ପାଇଁ ପରାମର୍ଶ ଦିଆ ଯାଇଛି । ସେମାନଙ୍କର ଯୋଗ୍ୟତା ଯାଞ୍ଚ କରିପାରିବେ । ଆବେଦନ କରିବାର ଅନ୍ତିମ ତାରିଖ ମାର୍ଚ ୨୦, ୨୦୧୫ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷ ରୁ ୩୮ ବୟସ ରହିବା ଦରକାର ।