ବୋଲ୍ଡ ଫଟୋସୁଟ କରି ନିଆଁ ଲଗାଇଲେ ଅମିଷା
ଯେତେବେଳେ ଅମିଷା ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ତାଙ୍କ ସେକ୍ସି ଅନ୍ଦାଜରେ ମତୁଆଲା ହୋଇଥିଲେ ପ୍ରଶସକମାନେ…..
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ନିଜର ବୋଲ୍ଡ ଅବତାର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ସେ ନିଜର ବୋଲ୍ଡ ନେସ ନେଇ ପ୍ରଶଂସକଙ୍କ ହାର୍ଟବିଟ ବଢାଇଛନ୍ତି । କିନ୍ତୁ ଏଥର ଅମିଶାଙ୍କ ସାହସିକତା ସମସ୍ତଙ୍କ ନିଦ ଉଡାଇ ଦେଇଛି । ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢାଇ ଅଭିନେତ୍ରୀ ନିଜର ବୋଲ୍ଡ ଲୁକ ସେୟାର କରିଛନ୍ତି । ଅମିଶା ପଟେଲ ହୁଏତ ଦୀର୍ଘ ଦିନ ଧରି କୌଣସି ଫିଲ୍ମରେ ଅଭିନୟ କରିନଥିବେ । ଯେତେବେଳେ ଅମିଷା ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ତାଙ୍କ ସେକ୍ସି ଅନ୍ଦାଜରେ ମତୁଆଲା ହୋଇଥିଲେ ପ୍ରଶସକମାନେ । କିନ୍ତୁ ଆଜି ଅମିଷା ତାଙ୍କର ହଟ ଅବତାର ପାଇଁ ହେଡଲାଇନରେ ରହିଛନ୍ତି ।