ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାୱତ ଖୁବଶୀଘ୍ର କମବ୍ୟାକ୍ କରୁଛନ୍ତି । ମଲ୍ଲିକା ୨୦୧୫ ମସିହାରେ ମଲ୍ଲିକାଙ୍କୁ ବଲିଉଡ ଫିଲ୍ମ ‘ଡାର୍ଟି ପଲିଟିକ୍ସ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ରଜତ କପୁରଙ୍କ ଆଗାମୀ ମାଧ୍ୟମରେ ଫେରୁଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଲୋକମାନେ କ’ଣ ଭାବନ୍ତି, ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ମୁଁ ସବୁବେଳେ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିଛି । ଲୋକମାନେ କ’ଣ କହିବେ କିମ୍ବା ଭାବିବେ ମୋତେ କିଛି ଫରକ ପଡେ ନାହିଁ ।