ପୁଣି ବୋଲ୍ଡ ଫଟୋ ସେୟାର କଲେ ନିଆଁ ଲଗାଇଲେ ନୁସରତ

ନୁସରତ ଫଟୋ ସେୟାର କରି ଲେଖିଛନ୍ତି ଫର ଆନାଦର ପଏଣ୍ଟ ଅଫ ଭ୍ୟୁ….

ମୁମ୍ବାଇ : ଅଭିନେତ୍ରୀ ନସୁରତ ଜାହଁ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସେୟାର କରନ୍ତି ଯେଉଁଥିରେ ତାଙ୍କ ପ୍ରଶଂସକମାନେ ମତୁଆଲା ହୁଅନ୍ତି । ନୁସରତ ଏବେ ଏପରି ଏକ ଫଟୋ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ନିଆଁ ଲଗାଉଛି । ସୋସିଆଲ ମିଡିଆରେ ନୁସରତ ସେୟାର କରିଥିବା ଫଟୋରେ ବୋଲ୍ଡ ଷ୍ଟାଇଲରେ ଦେଖିବାକୁ ମିଳିଥିଲା । ଫଟୋରେ ଧଳା ରଙ୍ଗର ସ୍ଲିବ ଟପ ସହ ସର୍ଟ ସର୍ଟସ ପିନ୍ଧିଛନ୍ତି । ଏହା ସହ ନ୍ୟୁଡ ମେକଅପ ନେଇଛନ୍ତି । ନୁସରତ ଫଟୋ ସେୟାର କରି ଲେଖିଛନ୍ତି ଫର ଆନାଦର ପଏଣ୍ଟ ଅଫ ଭ୍ୟୁ । ନୁସରାତଙ୍କ ଏହି ଫଟୋ ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଧମାଲ ସୃଷ୍ଟି କରିଛନ୍ତି ।