ମୁମ୍ବାଇ: ବଡ ପରଦାକୁ ଫେରୁଛି ଏକ ଭିଲେନର ସିକ୍ୱେଲ । ଯେଉଁଥିରେ ଫିଲ୍ମରେ ଦିଶା ପାଟାନି, ଜନ ଆବ୍ରହାମ, ଅର୍ଜୁନ କପୁର ଏବଂ ତାର ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଫିଲ୍ମର ସିକ୍ୱେଲ ଜୁଲାଇ ୨୯ରେ ରିଲିଜ ହେବା ପାଇଁ ପ୍ରସ୍ତୁତ । ରିଲିଜ ପୂର୍ବରୁ ଫିଲ୍ମର ଗୀତ ସୋସିଆଲ ମିଡିଆରେ ଧମାଲ କରୁଛି । କାହିଁକି ନା ଏହି ଗୀତକୁ ଅଭିନେତ୍ରୀ ତାରା ସୂତରିଆ ଗାଇଛନ୍ତି । ଏହି ଫିଲ୍ମ ମାଧ୍ୟରେରେ ଗୀତ ଗାଇ ନିଜର ଡେବ୍ୟୁ କରିଛନ୍ତି । ଅଙ୍କିତ ତିୱାରୀ ତାରା ସୂତରିଆ ସହ ଏହି ଗୀତରକୁ ସ୍ୱର ଦେଇଛନ୍ତି ।