ପୂର୍ବରୁ କେବେ ଦେଖି ନଥିବେ ଏହି ଅଭିନେତ୍ରୀଙ୍କ ବୋଲ୍ଡ ଲୁକ୍‌

ଅଭିନେତ୍ରୀ ଭୁମି ପେଡନେକର ଚମତ୍କାର ଅଭିନୟ….

ମୁମ୍ବାଇ : ଅଭିନେତ୍ରୀ ଭୁମି ପେଡନେକର ଚମତ୍କାର ଅଭିନୟ ପାଇଁ ବେଶ ଜଣାଶୁଣା । ଅନେକ ସମୟରେ ଭୁମି ଷ୍ଟାଇଲିସ୍‌ ଏବଂ ତାଙ୍କ ବୋଲ୍ଡ ସବୁବେଳେ ଭାଇରାଲ ହୋଇଥାଏ । ବର୍ତ୍ତମାନ ଅଭିନେତ୍ରୀଙ୍କର ଏକ ଫଟୋ ହଙ୍ଗାମା କରୁଛି । ଭୁମି ଇନଷ୍ଟାଗ୍ରାମ ତାଙ୍କର ଏହି ସିଜଲିଂ ଏବଂ ବୋଲ୍ଡ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭୁମି ପେଡନେକର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ।