ଯୋଗୀଙ୍କୁ ଭେଟିଲେ କଣ୍ଟ୍ରୋଭର୍ସି କୁଇନ
ବଲିଉଡ ଅଭିନେତ୍ରୀ ତଥା କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଉତ୍ତରପ୍ରଦେଶ….
ମୁମ୍ବାଇ : ରବିବାର ଖେଳାଯାଇଥିବା ଲକ୍ଷେ୍ନø ସୁପର ଜାଏଣ୍ଟସ୍ ଦିଲ୍ଲୀକୁ ୬ ରନରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ଦଳକୁ ଆଉ ଏକ ଝଟକା ଲାଗିଛି । ପୃଥ୍ୱୀ ଶ ଆଚାର ସଂହିତା ଉଲ୍ଲଙ୍ଘନ ମାମଲାରେ ଦଣ୍ଡିତ ହୋଇଛନ୍ତି । ଏହାସହ ତାଙ୍କୁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଲାଗାଯାଇଛି । ଆଇସିସିର ଆଚାର ସଂହିତାର ଅନୁଚ୍ଛେଦ ୨.୨ ଉଲ୍ଲଙ୍ଘନ କରିଛନ୍ତି । ସେହିପରି ସେ ଦୋଷ ସ୍ୱୀକାର କରିଛନ୍ତି । ଅମ୍ପାୟାରଙ୍କ ବିରୋଧରେ କିଛି କହିବା କିମ୍ବା ଇଶାରା କରିବା ଏଥିରେ ଦଣ୍ଡନୀୟ ଅଟେ ।
ସୂଚନାଯୋଗ୍ୟ ଯେ, ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷେ୍ନø ୨୦ ଓଭରରେ ୧୯୫ ରନ କରିଥିଲା । ତେବେ ଦିଲ୍ଲୀ ୧୮୯ ରନ କରିବାକୁ ସକ୍ଷମ ହେବା ପରାଜୟର ସାମ୍ନା କରିଥିଲା ।