‘ଶମଶେରା’ରେ ବାଣୀଙ୍କ ରୋମାଣ୍ଟିକ ଲୁକ୍‌

ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ସହ ଫିଲ୍ମରେ…

ମୁମ୍ବାଇ: ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ସହ ଫିଲ୍ମରେ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ ଦେଖିବାକୁ ମିଳିବେ । ଫିଲ୍ମର ନିର୍ମାତାମାନେ ମଧ୍ୟ ଉଭୟ ଷ୍ଟାରଙ୍କ ଫଟୋ ପ୍ରତିଦିନ ସେୟାର କରିଥାନ୍ତି । ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଫିଲ୍ମ ‘ସଞ୍ଜୁ’ ରିଲିଜ ହେବାର ଚାରି ବର୍ଷ ପରେ ରଣବୀର ବଡ ପରଦାରେ ଫେରୁଛନ୍ତି । ବର୍ତ୍ତମାନ ରଣବୀର ତାଙ୍କ କୋ-ଷ୍ଟାର ବାଣୀଙ୍କ ସହ ରୋମାଣ୍ଟିକ ହେବାର ଦେଖିବାକୁ ମିଳିଛି । ଉଭୟ ଗୀତରେ ପରସ୍ପର ମଧ୍ୟରେ ବୁଡି ରହିଥିବାର ନଜର ଆସିଛନ୍ତି ।