ଆସିଲା ‘ଏକ ଭିଲେନ ରିଟର୍ଣ୍ଣସ’ର ଟ୍ରେଲର

ରିତେଶ ଦେଶମୁଖଙ୍କ ଏକ ଭିଲେନର କାହାଣିକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଛି…

ମୁମ୍ବାଇ: ସମ୍ପୂର୍ଣ୍ଣ ଥ୍ରିଲରରେ ଭରପୁର ଏକ ଫିଲ ‘ଏକ ଭିଲେନ ରିଟର୍ଣ୍ଣସ’ର ଟ୍ରେଲର ରିଲିଜ ହୋଇଯାଇଛି । ତେବେ ଏହି ଫିଲ୍ମରେ ଥ୍ରିଲର ଓ ଆକ୍ସନ ଭରି ରହିଥିବା ଏହି ଟ୍ରେଲରରେ ଦର୍ଶଯାଇଛି । ଏହି ଫିଲ୍ମଟି ଜୁଲାଇ ୨୯ ତାରିଖରେ ବଡ ପରଦାରେ ରିଲିଜ ହେବ । ରିତେଶ ଦେଶମୁଖଙ୍କ ଏକ ଭିଲେନର କାହାଣିକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଛି । ପ୍ରଥମ ଅଧ୍ୟାୟରେ ରିତେଶ ଦେଶମୁଖ, ଜନ ଆବ୍ରାହାମ ନଜର ଆସିଛନ୍ତି । ସେହିପରି ଦିଶା ପଟାନି, ଅର୍ଜୁନ କପୁର, ତାରା ସୁତାରିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।