ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ ନିଜିର ଉତପଟାଙ୍ଗ ଅନ୍ଦାଜ ପାଇଁ ସର୍ବଦ ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ଡ୍ରେସ କୋର୍ଡ ନେଇ ସେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏବେ ଉର୍ଫି ନିଜର ସବୁ ସୀମା ପାର କରି ସୋସିଆଲ ମିଡିଆରେ ଲଗାଇଛନ୍ତି ନିଆଁ । ଏବେ ଉର୍ଫି ଏଥର ନିଜର ବୋଲ୍ଡର ସବୁ ସମା ପାର୍ କରିଛନ୍ତି । ଉର୍ଫି ଟପଲେସ୍ ଲୁକ୍ ଦେଖିବାକୁ ମିଳୁଛି । ଉର୍ଫି କେବଳ ଜିନ୍ସ ପିନ୍ଧିଛନ୍ତ । ଏହାସହ ଶରୀରକୁ ନିଜ ଲମ୍ବା କେଶରେ ଘୋଡାଇ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉର୍ଫି ଜାଭେଦ୍ ନାଥନି ପିନ୍ଧି ସେମି-ନଗ୍ନ ଲୁକ୍ ଫଟୋ ସୁଟ୍ କରିଛନ୍ତି ।