ବିବାହିତ କି ଆପଣ ? ଜାଣିରଖନ୍ତୁ …ମାସକୁ କେତେଥର ରଖିବେ ଶାରୀରିକ ସଂପର୍କ

ବିବାହିତ କି ଆପଣ ? ଯଦି ହଁ… ଜାଣିରଖନ୍ତୁ ମାସକୁ କେତେଥର ରଖିବେ ଶାରୀରିକ ସଂପର୍କ ।

 

ଜଣେ ବିବାହିତ ପୁରୁଷ କି ମହିଳା ଏହା ଜାଣିରଖିବା ଉଚିତ । କାହିଁକିନା ଅନେକ ସମୟରେ ନିଜ ଅଜ୍ଞତା କାରଣରୁ  ମାସକ ମଧ୍ୟରେ ଅନେକଥର ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ । ହେଲେ ଏହା ଆଦୌ ଠିକ ନୁହେଁ ଶରୀର ପାଇଁ । ଏହା ଦ୍ଵାରା ଅନେକ ଅସୁବିଧାରେ ସାମନା କରିବାକୁ ପଡ଼ିଥାଏ । ଅଧିକଥର ଶାରୀରିକ ସଂପର୍କ ଦ୍ଵାରା ଦୁର୍ବଳତା ଅନୁଭବ କରିବା ସହ ଶିଥିଳତା ମଧ୍ୟ ପରିଲକ୍ଷିତ ହୋଇଥାଏ ।

କିନ୍ତୁ ମନେରଖନ୍ତୁ ଶାରୀରିକ ସଂପର୍କ କିଛି ଖରାପ ନୁହେଁ । ଏହାକୁ ନିୟମରେ ରଖିପାରିଲେ ଉଭୟ ମନ ଓ ଶରୀରପାଇଁ ଭଲ ।

 

ଶାରୀରିକ ସଂପର୍କ ରଖିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିହୁଏ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମଧ୍ୟ ନିଦ୍ରା ଠିକ ଭାବେ ହୋଇଥାଏ ।

କିନ୍ତୁ ଶାରୀରିକ ସଂପର୍କ କେତେଥର ରଖିବେ ଜାଣିଛନ୍ତି କି ? ପୁରୁଷ ହେଉକି ମହିଳା ୨୧ ଥରରୁ ଅଧିକ ରଖିବା ଉଚିତ ନୁହେଁ । ଶାରୀରିକ ସଂପର୍କ ମାସକୁ ୨୧ଥର ରଖିଲେ ଜଣେ ସୁସ୍ଥ ଭାବରେ ନିଜକୁ ସନ୍ତୁଳିତଭାବରେ ବଂଚିପାରିବ ।