CBSE ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫,୨୦୧୫ ରୁ ଆରମ୍ଭ ହୋଇଛି ।
ଅନୁମାନ ଅନୁସାରେ ୪୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଅନୁଷ୍ଠିତ ୭୮୪୨ କେନ୍ଦ୍ରରେ ।
ଶୃଙ୍ଖଳାରେ ପରୀକ୍ଷା ଆୟୋଜିତ କରିବା ପାଇଁ ଅନୁମାବଳି ଲାଗୁ କରିଛି ବୋର୍ଡ ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଇଁ କିଛି ନିୟମ ରହିଛି ।
ଯେଉଁଥିରେ ସଠିକ ୟୂନିଫର୍ମ,ଆଡମିଟ କାର୍ଡ, ପେନ, ସିଧା ସାଧା ପାଣି ବୋତଲ, ଓ ପରୀକ୍ଷା ଟାଇମ ପୂର୍ବରୁ ପହିଞ୍ଚିବା ପାଇଁ ନିଁର୍ଧେସ ଜାରି ହୋଇଛି ।