ଭୁବନେଶ୍ୱର: ଅଂଶୁଘାତରୁ ନିଜକୁ ସୁରକ୍ଷା ଦେବା ପାଇଁ ଟାଣ ଖରାରେ ବାହାରେ କାମ କରନ୍ତୁ ନାହିଁ। ସକାଳେ ଓ ସନ୍ଧ୍ୟାରେ ପବନ ଚଳାଚଳ କରୁଥିବା ଛାଇ ସ୍ଥାନରେ କାମ କରନ୍ତୁ। ପାଖରେ ପାଣି ବୋତଲ ରଖିବାକୁ ଭୁଲନ୍ତୁ ନାହିଁ। ରୋଗୀ, ଗର୍ଭବତୀ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜନ ହିତରେ ଜାରି ।