ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ରୋଗକୁ ନାଶ କରିବାରେ ସହାୟକ ହୁଏ ଏହି ସିଝା ବାଦାମ୍ । ଏହା ସତ ଯେ ସିଝା ବାଦାମ୍ ଏକ ସଂପୂର୍ଣ୍ଣ ଆହାରର କାମ କରିଥାଏ ।
ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୁପରେ ଭରପୁର ଥିବା ଏହି ତତ୍ତ୍ୱ ଭାଜି ଖାଇବା ଅପେକ୍ଷା ସିଝାରେ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ ।
ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀରକୁ ଫୁର୍ତ୍ତି ମିଳିଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ସାମିଲ କରନ୍ତୁ ।