ଚମକ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଫେସ ପ୍ୟାକ୍ ଓ ବିଭିନ୍ନ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି । ସେହିପରି ଅନେକ ଲୋକେ ପ୍ରାକୃତିକ ଉପାୟରେ ମଧ୍ୟ ଚେହେରାର ଚମକ ବଢ଼ାଇବା ପାଇଁ ଚେଷ୍ଟା କରିଥା’ନ୍ତି । ଘରୋଇ ସାମଗ୍ରୀ ତଥା ପରିବାକୁ ବ୍ୟବହାର କରି ଫେସ ମାସ୍କ ତିଆରି କରନ୍ତି । ଏହିପରି ଏକ ଘରୋଇ ପରିବା ହେଉଛି ବନ୍ଧାକୋବି।

ବନ୍ଧାକୋବି ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ଲଭାକାରୀ ମଧ୍ୟ। ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ। ଏଥିରେ ଅନେକ ଭିଟାମିନ, ପୋଟାସିଅମ, ସଲଫର ରହିଛି, ଯାହା ଶରୀର ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ । ତେବ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହର କରି ଫେସ ପ୍ୟାକ ତିଆରି କରିହେବ ।