ରାଶିଫଳ ଶୁକ୍ରବାର : ଆପଣଙ୍କ ସବୁଠୁ ବଡ ସ୍ୱପ୍ନ ସତରେ ବଦଳି ପାରେ ଏହି ସବୁ ରାଶି ମାନଙ୍କରେ..

ରାଶିଫଳ ଶୁକ୍ରବାର ଆଜି ଆପଣ ଏହିରାଶିରେ ଭାରି ଉର୍ଜାରେ ଭରି ରହିବେ..

ମେଷ : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ପ୍ରେମର ଯାତ୍ରା ମନୋହର, କିନ୍ତୁ ଛୋଟ ରହିବ | ଆଜି ଆପଣଙ୍କ କାମ ଚାପ ଯୋଗୁ ନିଜ ସ୍ୱାସ୍ଥ୍ୟ ଉପରେ ବେଶୀ ଧ୍ୟାନ ଦେବାକୁ ସମୟ ମିଳିବ ନାହିଁ | ଆପଣଙ୍କ ସଂଗୀ ଆପଣଙ୍କ ଠାରୁ କିଛି ସମୟ ଚାହାନ୍ତି | କିନ୍ତୁ ଆପଣ ତାଙ୍କ ଇଛା ପୁର୍ଣ ନକରି ତାଙ୍କୁ ଦୁଂଖିତ କରିବେ | ଆଜି ତାଙ୍କର ଏହି ଖିନ୍ନତା ଆପଣଙ୍କୁ ସ୍ପଷ୍ଟ ଦେଖାଯିବ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |

ବୃଷ : ଆଜି ଆପଣ ଉର୍ଜାରେ ଭାରି ରହିବେ ଓ କିଛି ଅସାଧାରଣ କରିବେ | ଆଜି କୌଣସି ନିକଟ ସମ୍ବନ୍ଧିୟଙ୍କ ସହାୟତାରେ ଆପଣଙ୍କୁ ଅର୍ଥଲାଭ ହୋଇପାରେ | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | କିନ୍ତୁ ଆପଣଙ୍କ ନିଜର ନିଅନତରଣ ହଯନ୍ତୁ ନାହିଁ, ଏହା ଦ୍ୱାରା ନିଆଁ ଆହୁରି ବଢ଼ି ଚାଲିବ | ଯଦି ଆପଣ ସହଯୋଗ ନ କରନ୍ତି, ତାହେଲେ ଆପଣଙ୍କ ସହିତ କେହି ଝଗଡା କରି ପାରିବ ନାହିଁ | ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ | ଆପଣ ପ୍ରେମର ନିଆଁରେ ଧୀରେ ଧୀରେ ଜଳୁଥିବେ | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ | ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ |

ମିଥୁନ : ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ପ୍ରତିଶୋଧ ନେବାର ଭାବନା ଆଜି ନିଜ ପ୍ରିୟ ପ୍ରତି ଆସି ପାରେ – ନିଜ ମୁଣ୍ଡ ଥଣ୍ଡା ରଖିକି ଭାବି ଚିଂତିକି ତାଙ୍କୁ ବୁଝେୟିବାକୁ ଚେଷ୍ଟା କରନ୍ତୁ| ନଚେତ ପରେ ପଶ୍ଚାତାପ କରିବାକୁ ପଡି ପାରେ | ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ | ବ୍ୟପାରୀ ମାନେ ନିଜର ସହଭାଗୀଙ୍କ ଠାରୁ ସତର୍କ ରୁହନ୍ତୁ | ସେମାନେ ଆପଣଙ୍କୁ ଆଘାତ କରିପାରନ୍ତି | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଆଜି ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ସେହି ରୂପ ଦେଖିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ଭଲ ନୁହେ |

କର୍କଟ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ବ୍ୟବସାୟରେ କୌଣସି ଠକରେ ନ ପଡ଼ିବା ପାଇଁ ନିଜର ଆଖି-କାନ ଖୋଲା ରଖନ୍ତୁ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି

ସିଂହ : ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ଯଦି ଆପଣ ନିଜର ସାଥୀଙ୍କ ଦୃଷ୍ଟିକୁ ଅବହେଳା କରିବେ, ତାହେଲେ ସିଏ ନିଜର ସହନଶୀଳତା ହରେଇ ବସି ପାରନ୍ତି | ଆକାଶ ବେଶୀ ଉଜ୍ବଳ ଦେଖା ଯିବ, ଫୁଲରେ ବେଶୀ ରଙ୍ଗ ଦେଖା ଯିବା ଓ ଆଖ-ପାଖ ସବୁ ଆଡେ ଚମକି ଉଠିବା – କାରଣ ଆପଣ ପ୍ରେମର ଭାବନାକୁ ଅନୁଭବ କରୁଛନ୍ତି | ବ୍ୟପାରୀମାନେ ତାଙ୍କର ବାଣିଜ୍ୟର ଗୋପନୀୟ ତଥ୍ୟ ବା ଯୋଜନା କାହାରି ଆଗରେ ପ୍ରକାଶ କରିବା କଥା ନୁହେଁ | ଏପରି କଲେ ଆଗକୁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ନିଜ ମନ ଭିତରେ ଯାହା ବି କଥା ଅଛି ତାକୁ କହିବାକୁ ସଂକୋଚ କରନ୍ତୁ ନାହିଁ | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ |

କନ୍ୟା : ହାସମୁଖ ବଂଧୁ ମାନଂକ ସହିତ ରହିବା ବିବାଦ କାମ କରିବ ଓ ଆପଣଙ୍କୁ ଆରାମ ଦବ | ଆପଣ ଭାଗ୍ୟଶାଲୀ କି ଆପଣଙ୍କ ପାଖରେ ଏମିତି ବଂଧୁ-ବାଂଧବ ଅଛନ୍ତି | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ପ୍ରେମର ଉଲ୍ଲାସ ଅନୁଭବ କରି ପାଇଁ ଆପଣ କେହି ଜଣେ ନୂଆ ଭୟକ୍ତିଙ୍କ ଭେଟି ପାରନ୍ତି | ଆପଣ କୌଣସି ବଡ ଯୋଜନା କିମ୍ବା ଘଟଣାରେ ଭାଗିଦାର ହୋଇ ପାରନ୍ତି, ଯାହା ପାଇଁ ଆପଣଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିବ | ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | ନିଜର ସାଥି ଉପରେ କର ଯାଇଥିବା ସନ୍ଦେହ ଗୋଟେ ବଡ ବିବାଦର ରୂପ ନେଇ ପାରେ |

ତୁଳା : ବଳ ଓ ନିଦରତାର ଗୁଣ ଆପଣଙ୍କ ମାନସିକ କ୍ଷମତାରେ ବୃଦ୍ଧି କରିବ | କୌଣସି ପ୍ରକାରର ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଗତିକୁ ସମାନ ଭାବରେ ରଖନ୍ତୁ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ସନ୍ଧ୍ୟା ବେଳ ପାଇଁ କିଛି ବିଶେଷ ଯୋଜନା କରନ୍ତୁ ଓ ତାହାକୁ ଯେତେ ପ୍ରେମପ୍ରବଣ କରି ପାରିବେ କରନ୍ତୁ | ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି |

ବିଛା : ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ପରିବାରରେ କୌଣସି ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଦୁର୍ବଳ କରିପାରେ ଯଦିବା ଏହି ସମୟରେ ଆପଣ ଅର୍ଥ ଅପେକ୍ଷ୍ୟା ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶୀ ଚିନ୍ତା କରିବା ଉଚିତ | ପିଲାଂକ ସହିତ କଠୋର ବ୍ୟବହାର କରିବା ତାଂକୁ କ୍ରୋଧିତ କରି ପାରେ | ନିଜକୁ ନିଅନ୍ତ୍ରଣରେ ରଖନ୍ତୁ ଓ ଏହା ମନେ ରଖନ୍ତୁ କି ଏମିତି କଲେ ଆପଣ ନିଜ ଓ ତାନ୍କର ମଧ୍ୟରେ କାନ୍ଥ ଠିଆ କରୁଛନ୍ତି | ଆଜି ଆପଣଙ୍କୁ ପ୍ରେମର ଅଭାବ ଅନୁଭବ ହୋଇ ପାରେ | ଆଜି ଆପଣଙ୍କ ପାଇଁ ବହୁତ କର୍ମଠ ଓ ଲୋକଙ୍କ ସହିତ ମିଲ-ମିଶା ଭରା ଦିନ ରହିବ | ଲୋକେ ଆପଣଙ୍କ ପ୍ରସ୍ତାବ ମାଗିବେ ଓ ଆପଣ ଜାଗା କହିବେ, ତାହା ବିନା ଭାବିଚିନ୍ତି ନେଇ ନେବେ | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଜୀବନସାଥୀଠୁ ଅଧିକ ଆଶା ରଖିବା ଆପଣଙ୍କ ବୈବାହିକ ଜୀବନରେ ଦୁଃଖ ଆଣି ପାରେ |

ଧନୁ : ନିଜର ଓଜନ ଉପରେ ନଜର ରକଃନ୍ତୁ ଓ ଆବଶ୍ୟକତାରୁ ବେଶୀ ଖାଇବା ପରିହାର କରନ୍ତୁ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ | ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ-ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି | ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି | ଆପଣଙ୍କ ଜୀବନ-ସାଥୀଙ୍କର ଦାବି ଆପଣଙ୍କ ମାନସିକ ଚାପରେ କାରଣ ହୋଇ ପାରେ |

ମକର : ଭାବିବା ଆଗରୁ ଦୁଇ ଥର ଭାବନ୍ତୁ | ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ | ଆପଣଙ୍କୁ ନିଜର ରସମୟ କଳ୍ପନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆବଶ୍ୟକତା ନାହିଁ, କାରଣ ସମ୍ଭାବନା ଅଛିକି ତାହା ଆଜି ସତ ହୋଇ ଯାଇ ପାରେ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ |

କୁମ୍ଭ : ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଅନ୍ୟ ମାନଙ୍କ ଦୋଷ ଖୋଜିବାର ଅଦରକାରୀ କାମ ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ଆଲୋଚନାର ପାତ୍ର ହୋଇ ପାରନ୍ତି | ଆପଣଙ୍କୁ ବୁଝିବା କଥା କି ଏହା କେବଳ ସମୟ ନଷ୍ଟ କରିବ ଓ ଏହା ଦ୍ୱାରା କିଛି ଲାଭ ହବ ନାହିଁ | ଉତ୍ତମ ରହିବ, ଯଦି ଆପଣ ନିଜର ଏଇ ଅଭ୍ୟାସରେ ପରିବର୍ତନ କରିବେ | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ | ଲମ୍ବିତ ବ୍ୟବସାୟ ଯୋଜନା ଆରମ୍ଭ ହେବ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ |

ମୀନ : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରେ ତାକୁ ମାନିଲେ ଆପଣ ଲାଭାନ୍ବିତ ହୋଇପାରିବେ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ | ଆପଣଙ୍କ ଏହି ଛୋଟ କାର୍ଯ୍ୟ ତାଙ୍କର ଉତ୍ସହାରେ ବୃଦ୍ଧି ଆଣିବ | କୃତଜ୍ଞତା ଜୀବନକୁ ଶୁଂଗନ୍ଧିତ କରେ ଓ ସ୍ଵାର୍ଥପର ହେବ ଜୀବନକୁ ଖଣ୍ଡ-ଖଣ୍ଡ କରି ଦିଏ | ଏକ ଲମ୍ବା ଏକାକୀ ସମୟ ଯାହା ଆପଣଙ୍କୁ ବାନ୍ଧି ରଖିଥିଲା, ତାହାର ଅଂତଃ ଘଟିଛି – କାରଣ ଆପଣଙ୍କୁ ଖୁବ ଶୀଘ୍ର ଜୀବନ-ସାଥୀ ମିଳିବ| ଯଦି ଆପଣ ପେସାଗତ ଭାବରେ ଅନ୍ୟ ମାଙ୍କ ସାମନାରେ ପ୍ରସ୍ତୁତ ହେବେ, ତାହେଲେ ଆପଣଙ୍କ କରିଅର ଦୃଷ୍ଟିରୁ ଏହି ପରିବର୍ତନ ଆପଣଙ୍କ ପାଇଁ ଲାଭକାରୀ ରହିବ | ଆଜି ନିଜର ଜୀବନସାଥୀଙ୍କ ସହିତ ସମୟ କଟାଇଲା ବେଳେ ଆପଣ ଜାଣିପାରିବେ ଯେ ସେମାନଙ୍କୁ ସମୟ ଦେବା କେତେ ଆବଶ୍ୟକ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ |