ରାଶିଫଳ ଶନିବାର : ଆଜି ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ
ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ….
ମେଷ : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ଆପଣଙ୍କର ପରିବାର ପକ୍ଷରୁ ଆପଣ ଆଜି ଖୁସି ଅନୁଭବ କରିବେ ନାହିଁ | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ , ତେଣୁ ଆପଣ ସଚେତ ଥାନ୍ତୁ| ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଜୀବନସାଥୀର ନିରୀହତା ଆପଣଙ୍କ ଦିନକୁ ବିଶେଷ କରିବ | ଆପଣଙ୍କ କଷ୍ଟ ଦିନ ଏବେ ସାରି ଆସୁଛି |ତେଣୁ ନିଜ ଜୀବନକୁ ନୂଆ ଦିଗ ଦେବାକୁ ଚିନ୍ତା କରନ୍ତୁ |
ବୃଷ : କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ | ଆଜି ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର | ଆଜି ଆପଣ ଆପଣଙ୍କର ମାତାଙ୍କ ସହିତ ସମୟ କାଟିବାକୁ ପାଇପାରିବେ | ସେ ଆପଣଙ୍କୁ ଆପଣଙ୍କର ପିଲାଦିନର କୌଣସି କଥା କହିପାରନ୍ତି |
ମିଥୁନ : ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଘନିଷ୍ଠ ବନ୍ଧୁ ଓ ଭାଗିଦାର ଆପଣଙ୍କ ଠୁ ରୁଷ୍ଟ ହୋଇ ଆପଣଙ୍କ ଜୀବନରେ ଅସୁବିଧାରେ ବୃଦ୍ଧି ଆଣି ପାରିବେ | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି | ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ | ଆପଣ ପରିବାର ଲୋକେ ଆପଣଙ୍କୁ କୌଣସିଅ ଜାଗା ନେଇ ପାରନ୍ତି | ହୋଇ ପାରେ କି ଆରମ୍ଭରେ ଆପଣଙ୍କୁ କିଛି ବିଶେଷ ରୁଚି ନଥିବ, କିନ୍ତୁ ପରେ ଆପଣ ସେହି ଅନୁଭବର ପୁରା ମଜ଼ା ନେଇ ପାରନ୍ତି |
କର୍କଟ : ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ପରିବାରର ନୂତନ ସଦସ୍ୟ ଆସିବାର ଖବର ଆପଣଙ୍କୁ ଖୁସି କରି ଦେବ | ଜନସଭା ଆୟୋଜିତ କରି ସମସ୍ତଙ୍କୁ ଏହି ଖୁସି ଜଣାନ୍ତୁ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ | ଆଜି ଆପଣଙ୍କର ଘର ଲୋକ ଆପଣଙ୍କ କଥା ନ ଶୁଣିବାରୁ ଆପଣଙ୍କର କ୍ରୋଧର ଶିକାର ହୋଇପାରନ୍ତି |
ସିଂହ : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ସ୍ତିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ନିଜର ଭାଇର ସାହାଯ୍ୟ ନିଅନ୍ତୁ | ବିବାଦକୁ ବେଶୀ ଗୁରୁତ୍ୱ ଦେବା ଜାଗାରେ ତାଙ୍କ ସହିତ ସାଙ୍ଗ ପରି ମିଶି ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | ଆଜି ଆପଣଙ୍କ ବିବେକ ସହିତ ଘରେ କଥାବାର୍ତ୍ତା କରନ୍ତୁ | ନହେଲେ ଅକାରଣ କଳହ ସହିତ ଆପଣଙ୍କ ସମୟ ଅପଚୟ ହେବ | ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ି ପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ | ଯଦି ଆଜି କିଛି ବେଶୀ କରିବାକୁ ନାହିଁ, ତାହେଲେ ଲାଇବ୍ରେରୀ ଯାଇକି ସମୟ କାଟିବା ଉତ୍ତମ ବିଚାର ହୋଇ ପାରେ |
କନ୍ୟା : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ହସ-ମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ବାଦ-ବିବାଦ ହୋଇ ପାରେ | ଆଜି ଆପଣ ଅନୁଭବ କରିପାରିବେ ଯେ ଭଲ ବନ୍ଧୁ କେବେ ବି ଆପଣଙ୍କୁ କୌଣସି ପରିସ୍ଥିତିରେ ଛାଡ଼ି ଚାଲିଯିବେନି |
ତୁଳା : ଆଜି ଆପଣଙ୍କ ଶରୀର ଭଲ ରହିବ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଆଜି ନିଜ ସାଥୀକୁ ନିଜ ଅବସ୍ଥା ଜଣାଇବାରେ ଅସୁବିଧା ଅନୁଭବ କରିବେ | ଆପଣ ଆପଣଙ୍କର ପିଲାମାନଙ୍କୁ ସମୟର କିପରି ସଦୁପଯୋଗ କରାଯିବାର ଉପଦେଶ ଦେଇପାରନ୍ତି | ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ | ଆପଣଙ୍କୁ ନିଜ ଜୀବନସାଥୀ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି | ଯଦି ଆପଣ କୌଣସି ଖେଳ ଉତ୍ତମ ଖେଳନ୍ତି ତେବେ ସେ ଖେଳ ଆପଣଙ୍କୁ ଖେଳିବା ଦରକାର |
ବିଛା : ନିଜର ଉର୍ଜା-ସ୍ଥରକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ପୁରା ଆରାମ କରନ୍ତୁ, କାରଣ ଥକା ଶରୀର ମସ୍ତିସ୍କକୁ ବି ଠକେଇ ଦିଏ | ଆପଣଙ୍କୁ ଆପଣଙ୍କ ପ୍ରକୃତ ଖଞାମତାକୁ ଚିହିଁବାର ଆବଶ୍ୟକତା ଅଛି, କାରଣ ଆପଣଙ୍କ ଭିତରେ ଖଞାମତାର ଅଭାବ ନାହିଁ କେବଳ ଇଚ୍ଛା-ଶକ୍ତିର ଅଛି | ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି | ଆଜି ନିଜ ସାଥୀ କଥା ଶୁଣିକି ମନ ଦୁଃଖ ହୋଇ ପାରେ | ନିଜ ଭାବନା କୁ ନିଯନ୍ତ୍ରଣରେ ରଖନ୍ତୁ ନହେଲେ ପରେ ପଶ୍ଚାତାପ କରିବାକୁ ପଡି ପାରେ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଆପଣଙ୍କ ଗତ ଜୀବନର କୌଣସି ଗୁପ୍ତ କଥା ଆପଣଙ୍କ ଜୀବନ-ସାଥୀଙ୍କୁ ନିରାଶ କରି ପାରେ | ଏହି ରାଶିର କିଛି ବ୍ୟକ୍ତି ଆଜି ଜିମ ଯିବାପାଇଁ ଭାବିପାରନ୍ତି |
ଧନୁ : ଆଜି ବିଶେଷ ଦିନ ଅଛି, କାରଣ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ଲିଚି ଅସାଧାରଣ କାର୍ଯ୍ୟ କରିବାକୁ କ୍ଷମତା ଦେବ | ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ , ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ଆପଣଙ୍କ ପ୍ରେମୀ ଆପଣଙ୍କୁ ଯଥେଷ୍ଟ ସମୟ ଦେଉନାହାନ୍ତି, ଏକଥା ଆଜି ଆପଣ ଖୋଲିକରି ତାଙ୍କ ଆଗରେ କହି ପାରିବେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି | ଆଜି ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କୁ କିଛି ଉପଦେଶ ଦେଇପାରନ୍ତି | ଆପଣ ଏହାକୁ ପସନ୍ଦ ନ କରିପାରନ୍ତି |
ମକର : ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି,ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ | କୌଣସି ବନ୍ଧୁ ଆପଣଙ୍କୁ ହଠାତ ଦେଖା କରି ଆଶ୍ଚର୍ଯ୍ୟ କରି ପାରନ୍ତି, କିନ୍ତୁ ତାହା କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ | କୌଣସି ଏମିତି ବ୍ୟକ୍ତିଙ୍କ ଫୋନ ଆସି ପାରେ ଯାହା ସହିତ ଆପଣ ବହୁତ ଲମ୍ବା ସମୟରୁ କଥା ହେବାକୁ ଚାହୁଁଥିଲେ | ବହୁତ ପୁରୁଣା ସ୍ମୃତି ମାନେ ପଡିବ ଓ ଆପଣ ସମୟରେ ପାଚଲଉ ଚାଲି ଯିବେ |
କୁମ୍ଭ : ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ | କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ବନ୍ଧୁ ଓ ଘନିଷ୍ଠ ଲୋକ ମାନେ ସାହାଯ୍ୟ କରିବା ପାଇଁ ଆପଣଙ୍କ ଆଡକୁ ହାତ ବଢ଼ାଇବେ | ଆଜି ଆପଣଙ୍କ ଖୁସିର କିଛି ମାନେ ନାହିଁ,ହସରେ ସେଇ ଚମକ ନାହିଁ,ହୃଦୟର ସ୍ପନ୍ଦନ ବନ୍ଦ ହେବ ପରି ଲାଗୁଚି କାରଣ ଆପଣ କୌଣସି ଗୁରୁତ୍ୱପୂର୍ଣ ସାଥୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ଜୀବନସାଥୀର କୌଣସି ହଠାତ ଆସିଥିବା କାର୍ଯ୍ୟ କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହୁଏ ଭଲ ପାଇଁ ହୁଏ | ଆପଣଙ୍କ ସହଯୋଗଦ୍ୱାରା ଆପଣଙ୍କ ପିଲାମାନେ ଶିକ୍ଷା କ୍ଷେତ୍ରରେ ଆହୁରି ଭଲ କରିପାରନ୍ତି |
ମୀନ : ଅତି ଚିନ୍ତା ଓ ମାନସିକ ଚାପରେ ରହିବାର ସ୍ୱଭାବ ଅଶରିରକୁ କ୍ଷେତି ଦେଇ ପାରେ | ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ | ନିଜର ନିଷ୍ପତି ପିଲା ମାନଂକ ଉପରେ ଚାପ ଦେବା ତାଂକୁ ରୁଷ୍ଟ କରି ପାରେ | ଭଲ ହେବ ଯଦି ଆପଣ ତାଂକୁ ନିଜର ପକ୍ଷ ବୁଝାନ୍ତୁ, ତାହେଲେ ସେମାନେ ତା ପଛର କାରଣ ବୁଝିକି ଆପଣଙ୍କ କଥାକୁ ଆରାମରେ ସ୍ଵୀକାର କରି ପାରିବେ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ନିଜର ସମୟ ଓ ଉର୍ଜା ଅନ୍ୟ ମାନଂକୁ ସାହାଯ୍ୟ କରିବାରେ ଲଗାନ୍ତୁ, କିନ୍ତୁ ଏମିତିଆ କଥାରେ ପଡନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର କିଛି ନବ ଦବା ନାହିଁ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର | ଆଜି ଦିନ ସେହି ଦିନ ମାନଙ୍କ ପରି ଯୋଉଥିରେ ଘଣ୍ଟାର କଣ୍ଟା ଧୀରେ-ଧୀରେ ହଳେ ଓ ଆପଣ ଲମ୍ବା ସମୟ ଯାଏଁ ଖଟରେ ପଡି ରହନ୍ତି | କିନ୍ତୁ ଏହା ପରେ ନିଜକୁ ବହୁତ ଉର୍ଜାରେ ଭରା ଅନୁଭବ କରିବେ ଓ ଏହାର ଆପଣଙ୍କୁ ଆବଶ୍ୟକତା ବି ଅଛି |