ରାଶିଫଳ ଶନିବାର : ଅତୀତରେ କରିଥିବା ନିବେଶରୁ ଆଜି ଆପଣଙ୍କର ଧନ ବୃଦ୍ଧି ହୋଇପାରେ

ଆଜି ଆପଣ ଧନ ଲାଭ କରି ପାରିବେ….

ମେଷ : ଲୋକଂକ ସହିତ କଥା ହେବ ଓ ଦଳରେ ଭାଗ ନେବାର ଡର ଆପଣଙ୍କ ଉତେଜିତ ହେବାର କାରଣ ହୋଇ ପାରେ | ଏହି ବିପଦ ଠୁ ରକ୍ଷା କରିବା ପାଇଁ ନିଜର ଆତ୍ମବିଶ୍ଵାସରେ ବୃଦ୍ଧି ଅଣାନ୍ତୁ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା | ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ | କିନ୍ତୁ ଏଥିରେ ଏତେ ମଟନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ | କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ? ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ,ଏହି କଥା ଆପଣଙ୍କୁ ଆପେ-ଆପେ ଦେଖା ଯିବ | ଆଜି ଋତୁ ପରି ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହୋଇପାରେ |

ବୃଷ : ଶରୀରର କୌଣସି ଅଂଗରେ ପୀଡ଼ା ହେବାର ସମ୍ଭାବନା ଅଛି | କୌଣସି ଏମିତି କାର୍ଯ୍ୟ ଠୁ ନିଜକୁ ରକ୍ଷା କରନ୍ତୁ, ଯୋଉଥିରେ ବେଶୀ ଶାରୀରିକ କଷ୍ଟ କରିବାକୁ ପଡ଼ିବ | ଭଲ ଭାବରେ ଆରାମ କରନ୍ତୁ | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ | ଆପଣଙ୍କ ସରଳ ଜୀବନ ଆପଣଙ୍କ ବ୍ୟବହାରକୁ ମଧ୍ୟ ସରଳ କରିଥାଏ |ଏହି କଥା ମନେରଖି ଆପଣ ନିଜ ବ୍ୟବହାରରେ ସରଳତା ଆଣିପାରିବେ |

ମିଥୁନ : ଖୁଦ୍ର ସମୟ ପାଇଁ କ୍ରୋଧରେ ଭାସିକି କୌଣସି ନିଷ୍ପତି ନିଅନ୍ତୁ ନାହିଁ |ଏହା ଆପଣଙ୍କ ପିଲାଙ୍କ ହିତାକୁ କ୍ଷେତି କରି ପାରେ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ | ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଖାଲି ସମୟରେ ରଚନାତ୍ମକ କାମ କରିବାକୁ ଚେଷ୍ଟା କରିବେ କିନ୍ତୁ ତାଙ୍କର ସେ ଯୋଜନା ସଫଳ ହେବ ନାହିଁ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ | ନିଜର ନିକଟ ଲୋକ ମାନଙ୍କୁ ନ କହି ଏମିତି କମ୍ପାନୀ ରେ ନିବେଶ କରନ୍ତୁ ନାହିଁ ଯାହା ବିଷୟରେ ଆପଣଙ୍କୁ ବେଶୀ କିଛି ଜଣା ନାହିଁ |

କର୍କଟ : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ | ଆଜି ଆପଣ ଘରେ ହିଁ ରହିବେ ଯଦିବା ଗୃହ ଦ୍ଵନ୍ଦ ମଧ୍ୟ ଲାଗିରହିବ |

ସିଂହ : ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି | ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ | ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ | ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ ଏକାକୀ ରହିବାକୁ ବେଶୀ ପସନ୍ଦ କରନ୍ତି | ଆଜି ଆପଣ ଆପଣଙ୍କ ପାଇଁ ସମୟ ପାଇବେ କିନ୍ତୁ ଅଫିସ କାମରେ ବ୍ୟସ୍ତ ରହିବେ | ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ଆଜି ଦିନରେ କିଛି କରନ୍ତୁ ନାହିଁ, କେବଳ ନିଜର ଅସ୍ତିତ୍ବର ଆନନ୍ଦ ନିଅନ୍ତୁ ଓ ଖୁସି ହୁଅନ୍ତୁ | ନିଜକୁ ଦୌଡ-ଦୌଡ଼ି ପାଇଁ ବାଧ୍ୟ କରଣତୂ ନାହିଁ |

କନ୍ୟା : ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | ଆଜି କୌଣସି ଜମିଜମାରେ ଅର୍ଥ ନିବେଶ କରନ୍ତୁ ନାହିଁ , ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ପିଲା ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ପ୍ରତ୍ୟେକ କଥାରେ ନିଜର ପ୍ରେମକୁ ଦେଖାଇବା ଭଲ ନୁହେଁ | ବେଳେବେଳେ ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବା ପରିବର୍ତ୍ତେ ତିକ୍ତତା ଆସିପାରେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା | ଆଜି ଆପଣଙ୍କ ପିତା ବା ବଡ଼ଭାଇ ଆପଣଙ୍କୁ ଏକତା କରିପାରନ୍ତି | ତାଙ୍କ କଥା ବୁଝିବାକୁ ଚେଷ୍ଟା କରନ୍ତୁ |

ତୁଳା : ଆଜି ଆପଣ ଅନ୍ୟ ଦିନ ଅପେକ୍ଷା ଟିକେ କମ ତେଜସ୍ୱି ଅନୁଭବ କରିବେ | ନିଜକୁ ଦର୍କାରରୁ ବେଶୀ କାର୍ଯ୍ୟର ଚାପ ତଳେ ଦବାନ୍ତୁ ନାହିଁ, ଟିକେ ଆରମ କରନ୍ତୁ ଓ ଆଜିର ଅଦରକାରୀ କାର୍ଯ୍ୟକୁ କାଲି ପାଇଁ ରଖି ଦିୟନ୍ତୁ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ | କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି | ନିଜର ପ୍ରିୟଜନଙ୍କ ସ୍ୱାସ୍ଥ୍ୟର ଖିଆଲ ରଖିବା ଭଲ କିନ୍ତୁ ତା ପାଇଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରନ୍ତୁ ନାହିଁ |

ବିଛା : ଅତ୍ୟଧିକ ପ୍ରେମ ଓ ପାଗଳାମୀର ଉଚ୍ଚ ସ୍ତର ଆପଣଙ୍କ ସ୍ନାୟୁ ସମ୍ବନ୍ଧିଆ କ୍ଷେଟି ଦେଇ ପାରେ | ଏହି ବିପଦ ଠୁ ରକ୍ଷା ପାଇବା ପାଇଁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଯଦି କଥାବାର୍ତା ଓ ଚର୍ଚ୍ଚା ଆପଣଙ୍କ ହିସାବରେ ନ ହୁଏ, ତାହେଲେ ଆପଣ ରାଗରେ କଡ଼ା କଥା କହି ପାରନ୍ତି | ଯାହା କାରଣରୁ ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ି ପାରେ – ସେଥିପାଇଁ ଭଲ ଭାବରେ ଭାବି-ଛିନ୍ତିକି କୁହନ୍ତୁ | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | ଏହି ରାଶିର ବ୍ୟକ୍ତିମାନେ ଆଜି ମଦ୍ୟ ଏବଂ ସିଗାରେଟ ଠାରୁ ଦୂରରେ ରହିବ ଉଚିତ କାରଣ ଆପଣଙ୍କୁ ଏହା ସମୟ ବର୍ବାଦ ହେଲାପରି ପରେ ଲାଗିବ | ଆଜି ଆପଣଙ୍କ ସଖାଳ ବିଜୁଳି କାଟିବା କାରଣରୁ ସଂଘର୍ଷ ପୁର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ | ଆଜି ଘରର ବଡ ମାନେ ଆପଣଙ୍କର ସଦ୍ ଗୁଣର ଚର୍ଚ୍ଚା କରିପାରନ୍ତି |

ଧନୁ : ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ଆଜି ଆପଣଙ୍କୁ ହଠାତ ଯାତ୍ରା କରିବାକୁ ପଡ଼ିପାରେ ଯାହାଦ୍ୱାରା ଘରେ ସମସ୍ତଙ୍କ ସହିତ ସମୟ କାଟିବାର ଆପଣଙ୍କ ଯୋଜନା ବିଫଳ ହୋଇପାରେ | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ | ଛୁଟି ଦିନରେ କାର୍ଯ୍ୟାଳୟର କାମ କରିବାଠୁ ଖରାପ ଆଉ କଣ ହୋଇ ପାରେ | କିନ୍ତୁ ଚିନ୍ତା କରନ୍ତୁ ନାହିଁ, କାରଣ କାର୍ଯ୍ୟ କରିକି ଆପଣ ନିଜର ଅନୁଭବକୁ ଆହୁରି ବୃଦ୍ଧି କରି ପାରିବେ |

ମକର : କୌଣସି ଖୁସି ଖରାପ ମିଳିବାର ସମ୍ଭାବନା ଅଛି | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଆଜି ଆପଣଙ୍କ ସଖାଳ ବିଜୁଳି କାଟିବା କାରଣରୁ ସଂଘର୍ଷ ପୁର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ | ଅତୀତରେ କରିଥିବା ନିବେଶରୁ ଆଜି ଆପଣଙ୍କର ଧାନ ବୃଦ୍ଧି ହୋଇପାରେ |

କୁମ୍ଭ : କିଛ ମାନସିକ ଚାପି ଓ ବିବାଦ ଆପଣଙ୍କୁ ବିରକ୍ତ ଓ ଉତେଜିତ କରି ପାରନ୍ତି | ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧାନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି | ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ , ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ | ଛୁଟି ଦିନରେ କାର୍ଯ୍ୟାଳୟର କାମ କରିବାଠୁ ଖରାପ ଆଉ କଣ ହୋଇ ପାରେ | କିନ୍ତୁ ଚିନ୍ତା କରନ୍ତୁ ନାହିଁ, କାରଣ କାର୍ଯ୍ୟ କରିକି ଆପଣ ନିଜର ଅନୁଭବକୁ ଆହୁରି ବୃଦ୍ଧି କରି ପାରିବେ |

ମୀନ : କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| କୌଣସି ବିପରୀତ ଲିଙ୍ଗି ବ୍ୟକ୍ତିଙ୍କ ସହାୟତାରେ ଚାକିରୀ କ୍ଷେତ୍ରରେ ଅର୍ଥପ୍ରାପ୍ତି ହୋଇପାରେ | ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ | ପାରିବାରିକ ଦାଇତ୍ଵକୁ ଅଦେଖା କଲେ ସମସ୍ତଂକର କ୍ରୋଧର କେନ୍ଦ୍ର ବାଣୀ ପାରିବେ | ଯାହା ବି କୁହନ୍ତୁ,ଭାବି ଛିନ୍ତିକି କୁହନ୍ତୁ | କାରଣ କଡ଼ା ଶବ୍ଦ ଶାନ୍ତି କୁ ନଷ୍ଟ କରି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ସୃଷ୍ଟି କରି ପାରେ | ଖାଲି ସମୟର ସଦୁପଯୋଗ କରିବା ଉଚିତ | କିନ୍ତୁ ଆଜି ଆପଣ ତାର ଦୁରୁପଯୋଗ କରିବେ | ସେଥିପାଇଁ ଆପଣଙ୍କ ମନ ମଧ୍ୟ ଖରାପ ରହିବ | ଦରକାର ସମୟରେ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ପରିବାର ଜହରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ | ସାଙ୍ଗ ମାନଙ୍କ ସହିତ ମଧ୍ୟ ସୀମା ଭିତରେ ରହି ମଜା କରନ୍ତୁ ନହେଲେ ଆପଣଙ୍କ ବନ୍ଧୁତ୍ୱ ଉପରେ କୁପ୍ରଭାବ ପଡ଼ିପାରେ |