ରାଶିଫଳ ଗୁରୁବାର : ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ

ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ

ମେଷ : ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | ବଡ଼ ୟୁଧ୍ୟଗପତି ମାନଂକ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ | ଏହି ରାଶିର ଛାତ୍ରମାନେ ପଢ଼ାରେ ଆଜି ମନଯୋଗ ଦେବେନି | ସାଙ୍ଗ ମାନଙ୍କ ଗହଣରେ ସମୟ ନଷ୍ଟ କରିପାରନ୍ତି | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ |

ବୃଷ : ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ପୁରୁଣା ସାଙ୍ଗ ମାନେ ସାହାଯ୍ୟ ଓ ସହଯୋଗ ଦେବେ | ଆଜି ହୋଇ ପାରେ କି ଆପଣ ଆପଣଙ୍କ ପ୍ରିୟଙ୍କୁ ଟଫି ଓ ଚକଲେଟ ବେଭାର ଦିଅନ୍ତୁ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଆପଣ ଆପଣଙ୍କର ପିଲାମାନଙ୍କୁ ସମୟର କିପରି ସଦୁପଯୋଗ କରାଯିବାର ଉପଦେଶ ଦେଇପାରନ୍ତି | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |

ମିଥୁନ : ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବା ଓ ମଦ ପାନଠୁ ଦୁରେଇ ରୁହନ୍ତୁ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ନିଜର କୌଣସି ନିକଟସ୍ଥ ବ୍ୟକ୍ତିଙ୍କ ଭୁଲ ପରାମର୍ଶ ଯୋଗୁଁ ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ତେଣୁ ସତର୍କତା ଅବଲମ୍ବନ କରନ୍ତୁ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି |

କର୍କଟ : ପିତା ଆପଣଙ୍କୁ ସମ୍ପତିରୁ କାଢି ପାରିବେ | କିନ୍ତୁ ନିରାଶ ହୁଅନ୍ତୁ ନାହିଁ | ଧ୍ୟାନ ରଖନ୍ତୁ କି ସମ୍ପନ୍ନ ହେବା ମନରେ କଳଙ୍କି ଲାଗି ଯାଏ ଓ ପରିଶ୍ରମ ତାହାକୁ ମୁନିଆ କରେ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ପରିବାର ଲୋକଙ୍କ ଭଲ ଉପଦେଶ ଆଜି ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ | ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ | କାର୍ଯ୍ୟଭାର ଅଧିକ ସତ୍ତ୍ୱେ ଆଜି ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟ ଠିକ ସମୟରେ ସାରିପାରିବେ | ଆପଣଙ୍କ ସଂଗୀ ଆପଣଙ୍କ ଠାରୁ କିଛି ସମୟ ଚାହାନ୍ତି | କିନ୍ତୁ ଆପଣ ତାଙ୍କ ଇଛା ପୁର୍ଣ ନକରି ତାଙ୍କୁ ଦୁଂଖିତ କରିବେ | ଆଜି ତାଙ୍କର ଏହି ଖିନ୍ନତା ଆପଣଙ୍କୁ ସ୍ପଷ୍ଟ ଦେଖାଯିବ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ |

ସିଂହ : ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

କନ୍ୟା : ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ | ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଦିନ ଆରମ୍ଭରୁ ଅସ୍ତ ଯାଏଁ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ | ଘରର ଛୋଟ ସଦସ୍ୟ ମାନଙ୍କ ସହିତ ମଧ୍ୟ ସମୟ କାଟିବା ନିହାତି ଦରକାର |ଏହା ନ କରିବା ଦ୍ୱାରା ଘରେ ସଦ୍ଭାବ ରଖିବାରେ ଆପଣ ସଫଳ ହୋଇପାରିବେନି | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ |

ତୁଳା : ମାନସିକ ଓ ନୈତିକ ଶିକ୍ଷା ସହିତ ଶାରୀରିକ ଶିକ୍ଷା ବି ନିଅନ୍ତୁ,କେବଳ ତେବେ ହିଁ ପୁର୍ଣ ଭାବରେ ବିକାଶ ସମ୍ଭବ | ମନେ ରଖ୍ନ୍ତୁକି ସୁସ୍ତ ଶରୀରରେ ହିଁ ଗୋଟେ ସୁସ୍ତ ମନର ନିବାସ ହୁଏ | ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | ଆପଣଙ୍କ ବୈବାହିକ ଜୀବନ ଏହାଠୁ ଅଧିକ ରଙ୍ଗରେ ଭରା କେବେ ବି ନଥିଲା |

ବିଛା : ନିଜର ଚିନ୍ତା ଦୂର କରିବା ପାଇଁ ନିଜର ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ | ତାନ୍କର ସାହାଯ୍ୟକୁ ଖୋଲା ମନରେ ସ୍ୱୀକାର କରନ୍ତୁ | ନିଜର ଭାବନାକୁ ଲୁଚାନ୍ତୁନି | ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଆଜି ଦ୍ଵନ୍ଦରେ ରହିବ ହେତୁ ଆପଣଙ୍କର ଅଫିସ୍ କାମରେ ମନ ଲାଗିବନି | ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ | ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ | ଆଜି ସ୍ଥିତି ଆପଣଙ୍କ ଇଚ୍ଛା ଅନୁସାରରେ ହେବ ନାହିଁ, ତଥାପି ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସମୟ କଟାଇବେ |

ଧନୁ : ଭାବି ଚିନ୍ତିକି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ଆପଣଙ୍କୁ ଆଶ୍ଚର୍ଯ୍ୟ ହେବକି ଆପଣଙ୍କୁ ରକ୍ଷା କରିବା ପାଇଁ ଆପଣଙ୍କ ଭାଇ ଆସିବେ |ଆପଣଙ୍କୁ ପରସ୍ପରକୁ ଖୁସି ରଖିବା ପାଇଁ ସହଯୋଗ ଓ ସାଙ୍ଗରେ ମିଶିକି କାମ କରିବା ଆବଶ୍ୟକ ଅଛି | ମନେ ରଖନ୍ତୁ କି ସହଯୋଗ ଜୀବନର କେନ୍ଦ୍ର ବିନ୍ଦୁ ଅଟେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ | ଆଜି କାର୍ଯ୍ୟସ୍ଥଳରେ ସବୁ ଜିନିଷ ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ | ଆଜି ଯେତେବେଳେ ଆପଣଙ୍କ ପରିବାରର କୌଣସି ସଦସ୍ୟ ଆପଣଙ୍କୁ ସମୟ ଦେବେନି, ଆପଣଙ୍କୁ ଖରାପ ଲାଗିପାରେ | ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ |

ମକର : ନିଜର ସ୍ୱାସ୍ଥ୍ୟରେ ବୃଦ୍ଧି ଆଣିବା ପାଇଁ ସନ୍ତୁଳିତ ଏହାର ନିଅନ୍ତୁ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | କାମ ଚାପ ଯୋଗୁଁ ଆପଣଙ୍କର ଆପଣଙ୍କ ଜୀବନ ସାଥି ସାଙ୍ଗରେ ସମ୍ପର୍କ ଖରାପ ହୋଇ ପାରେ ତେଣୁ ତାଙ୍କୁ ବି ସମୟ ଦିଅନ୍ତୁ | ଏକ ପକ୍ଷିଆ ପ୍ରେମ ସମ୍ବନ୍ଧ ହୃଦୟରେ ପୀଡା ଦେଇପାରେ ଆପଣ ଆଜି ନିଜର ଉଦେଶ୍ୟକୁ ପୂରଣ କରିବାରେ ସଫଳ ହେବେ, ସର୍ତ ଏହାକି ଅନ୍ୟ ମାନଙ୍କ ଠୁ ଆପଣ ସାହାଯ୍ୟ ନେବେ | ଯାହାର ଆପଣଙ୍କ ଜୀବନରେ କୌଣସି ମହତ୍ୱ ନାହିଁ, ତାହା ବାରମ୍ବାର କରି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ଜୀବନ-ସାଥୀଙ୍କ ଦ୍ୱାରା ପରିବାର ଓ ସାଙ୍ଗ ମାନଙ୍କ ମଧ୍ୟରେ ନକରାତ୍ମକ ଭାବରେ ନିଜର ବୈବାହିକ ଜୀବନର ନିଜୀ କଥା ବାହାରି ପାରେ |

କୁମ୍ଭ : ବାହାର ଗତିବିଧି ଆପଣଙ୍କ ପାଇଁ ଲାଭକାରୀ ରହିବ | କିଲ୍ଲାରେ ବନ୍ଦ ହେବା ପରି ଜୀବନ ପ୍ରଣାଳୀରେ ବାନ୍ଧି ରହିବା ଓ ସଦାବେଳେ ନିଜର ସୁରକ୍ଷାର ଚିନ୍ତା କରିବା, ଆପଣଙ୍କ ଶାରୀରିକ ଓ ମଣିଷକ ବିକାଶରେ ବାଧା ଦେଇ ପାରେ | ଏହି ଅଭ୍ୟାସ ଆପଣଙ୍କୁ ଚିଡଚିଡା ଓ ଉତେଜିତ ଲୋକ ବନେଇ ପାରେ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ନିଜର ଅହଂ ଭାବ ଯୋଗୁଁ ପରିବାର ଲୋକଙ୍କୁ ନିଜ ଅସୁବିଧା ନକହି ଆପଣ ଆହୁରି ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ମାନେ ରଖନ୍ତୁ ପରିବାରରେ ନିଜ ଅସୁବିଧା କହିଲେ ଅସୁବିଧାର ସମାଧାନ ହୋଇଥାଏ , ବଢ଼େନି | ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ | ଆପଣଙ୍କ ଚିତା କାମ-କାର୍ଯ୍ୟରେ ଫନ୍ଦି ହୋଇ ରହିବ,ଯାହା କାରଣରୁ ଆପଣଙ୍କ ପରିବାର ଲୋକ ଓ ବନ୍ଧୁ ମାନଙ୍କ ପାଇଁ ସମୟ କାଢ଼ି ପାରିବେନି | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଏମିତି ଲାଗୁଛିକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ଆଜି ବିଶେଷ ଧ୍ୟାନ ଦେବେ |

ମୀନ : ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଆଜି ଅନୁଭବୀ ଲୋକନକ ସହିତ ଜଡିତ ହୋଇ ଜାଣିବାକୁ ଚେଷ୍ଟା କରନ୍ତୁ କି ତାଙ୍କୁ କଣ କହିବାର ଅଛି | ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସି ପାରେ ଯାହାର ସମାଧାନ କରିବା ନିହାତି ଜରୁରୀ | ବୈବାହିକ ଜୀବନ ପାଇଁ ବିଶେଷ ଦିନ ଅଟେ | ନିଜ ଜୀବନ-ସାଥୀଙ୍କୁ ନିଜର ପ୍ରେମ ପ୍ରକାଶିତ କରନ୍ତୁ କି ଆପଣ ତାଙ୍କୁ କେତେ ଭଲ ପାଆନ୍ତି |