ରାଶିଫଳ ଗୁରୁବାର : ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ ଅଟେ
ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ…
ମେଷ : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ସାଙ୍ଗ ଓ ପରିବାର ଲୋକଙ୍କ ସହିତ ମିଶି ସନ୍ଧ୍ୟା ବେଳର ଆଯୋହନରେ ଭାଗ ନିଅନ୍ତୁ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ | ପ୍ରେମର ମଜା ଅନୁଭବ କରନ୍ତୁ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ | ଏହାଦ୍ୱାରା ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଆପଣଙ୍କ ଜୀବନସାଥୀଙ୍କର ଆନ୍ତରିକ ସୌନ୍ଦର୍ଯ୍ୟ ଆଜି ବାହାରକୁ ବାହରିକି ଆସିବ |
ବୃଷ : କାର୍ଯ୍ୟ ଚାପି ଯୋଗୁଁ ଆପଣ ଘରେ କ୍ଳାନ୍ତିକର ଅନୁଭବ କରିବେ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ଜୀବନ-ସାଥୀଙ୍କ ସହିତ କିଣା-କିଣି ଅନ୍ନଦାୟିକ ରହିବ | ଏହା ଦ୍ୱାରା ଆପଣ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣାରେ ବୃଦ୍ଧି ଆସିବ | ଆପଣଙ୍କ ଆକର୍ଷକ ଛବି ମନଇଚ୍ଛା ପରିଣାମ ଦେବ | ଆପଣାକୁ ଅନୁଭବ ହେବକି ଆପଣଙ୍କ ପରିବାରର ସହଯୋଗ ହିଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଡ଼ାଈ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ | ଏମିତି ଲାଗୁଛିକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ଆଜି ବିଶେଷ ଧ୍ୟାନ ଦେବେ |
ମିଥୁନ : ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଘରର ପରିବେଶ କାରଣରୁ ଆପଣ ଦୁଃଖୀ ହୋଇ ପାରନ୍ତି | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ | ଆପଣ କାର୍ଯ୍ୟାଳୟର ପରିବେଶରେ ବୃଦ୍ଧି ଓ କାମ-କାର୍ଯ୍ୟର ସ୍ତରରେ ସୁଧାର ଅନୁଭବ କରିବେ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ | କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି |
କର୍କଟ : ନର୍ଭସ ବ୍ରେକଡାଉନ ଆପଣଙ୍କ ଭାବିବା ଶକ୍ତି ଓ ଶରୀରର ପ୍ରତିକ୍ରିଆକୁ ଦୁର୍ବଳ କରି ପାରେ | ସକରାତ୍ମକ ଭାବ ଦ୍ଵାରା ଏହି ସମସ୍ୟା ଠୁ ନିଜାତ ପାଆନ୍ତୁ | ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ | ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ | ପ୍ରେମ ଆପଣଙ୍କୁ ନିରୁତ୍ସହିତ କରିବା ନାହିଁ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା |
ସିଂହ : ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ | ନିଜର ସେନ୍ସ ଅ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ | ଏମିତି କଲେ ଆପଣ ଆରାମରେ ଅନ୍ୟ ମାନଙ୍କୁ କଡ଼ା କଥା ଠୁ ନିଜାତ ପାଇଁ ଯିବେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | ଆଜି ଆପଣଙ୍କ ପାଇଁ ଗୋଟେ ହିତକାରୀ ଦିନ, ତାହାର ଅଧିକ ଲାଭ ଉଠାନ୍ତୁ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି |
କନ୍ୟା : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | କର୍ମଚାରୀ ମାନଙ୍କୁ ଆଜି ଉପଲବ୍ଧି ଓ ଲାଭ ମିଳି ପାରେ | ଘରର ଛୋଟ ସଦସ୍ୟ ମାନଙ୍କ ସହିତ ମଧ୍ୟ ସମୟ କାଟିବା ନିହାତି ଦରକାର |ଏହା ନ କରିବା ଦ୍ୱାରା ଘରେ ସଦ୍ଭାବ ରଖିବାରେ ଆପଣ ସଫଳ ହୋଇପାରିବେନି | ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ |
ତୁଳା : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | କାମରେ ଅଧିକ ଚାପ ଯୋଗୁଁ ଆପଣ ମାନସିକ କୋଳାହଳ ଓ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ସନ୍ଧ୍ୟା ବେଳେ ଟିକେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ | ବଡ଼ ୟୁଧ୍ୟଗପତି ମାନଂକ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି | ନିଜର ଜୀବନ-ସାଥୀଙ୍କର କୌଣସି ଛୋଟ କଥାକୁ ନେଇକି ମିଛ କହିବା କାରଣରୁ ଆଜି ଆପଣ ନିରାଶ ହୋଇ ପାରନ୍ତି |
ବିଛା : ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରେ ତାକୁ ମାନିଲେ ଆପଣ ଲାଭାନ୍ବିତ ହୋଇପାରିବେ | ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ | ଆଜି ଦ୍ଵନ୍ଦରେ ରହିବ ହେତୁ ଆପଣଙ୍କର ଅଫିସ୍ କାମରେ ମନ ଲାଗିବନି | ନିଜର ସବୁ ସମ୍ପର୍କ ଗୁଡିକୁ ସାବଧାନ ହୋଇ ନିୟନ୍ତ୍ରଣ କରନ୍ତୁ | ଆପଣଙ୍କ ଜୀବନସାଥୀ କୌଣସି ସୁନ୍ଦର ବିସ୍ମୟ ଦ୍ୱାରା ଆପଣଙ୍କ ଦିନକୁ ଉତ୍ତମ ବନେଇ ପାରନ୍ତି |
ଧନୁ : ଏକେଲା ରହିବାର ଭାବନା ଠୁ ବାହାରକୁ ଆସନ୍ତୁ ଓ ପରିବାର ସହିତ ଟିକେ ସମୟ ବିତାନ୍ତୁ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ପ୍ରେମ ସମ୍ଭନ୍ଧରେ ଟିକେ ବାଧା ଆସି ପାରେ | ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ | ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | ଦରକାର ସମୟରେ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ପରିବାର ଜହରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ |
ମକର : ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ ଅଟେ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ | ଲେଖକ ଓ ସଂଚାର କର୍ମୀ ମାନେ ପ୍ରଧାନ ଉପଲବ୍ଧି ପାଇବେ | ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି |
କୁମ୍ଭ : ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ରେ ବୃଦ୍ଧି ଓ ପ୍ରଗତି ନିଶ୍ଚିତ ହେବ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ବନ୍ଧୁ ବାନ୍ଧବ ମାନଙ୍କ ଠୁ ହଠାତ ଉପହାର ମିଳି ପାରେ, କିନ୍ତୁ ପୁରା ସମ୍ଭାବନା ଅଛିକି ସେମାନେ ଏହା ବଦଳରେ କିଛି ଚାହୁଁଛନ୍ତି | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆପଣଙ୍କୁ ଏମିତି ଅନୁଭବ ହୋଇ ପାରେକି ଆପଣଙ୍କ ସୃଜନଶୀଳତା କୌଣସି ଜାଗାରେ ହଜି ଯାଇଛି ତେଣୁ ଆପଣଙ୍କୁ ନିଷ୍ପତି ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ପାରେ | କଥା ବାର୍ତ୍ତା ହିଁ ଆପଣଙ୍କ ବଳ ବୋଲି ଆଜି ପ୍ରମାଣିତ ହେବ | ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି |
ମୀନ : ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆଜି ନିଜ ପ୍ରିୟ ସହିତ କଣ୍ଡେଲ-ଲାଇଟ ଦିନର କରିବାକୁ ଯାଇ ପାରନ୍ତି | ଆଜି ଦିନ ବଢିଆ ପ୍ରଦର୍ଶନ ଓ ବିଶେଷ କାର୍ଯ୍ୟ ପାଇଁ ଉତ୍ତମ ଅଟେ | ଆଜି ନିଜର ଜୀବନସାଥୀଙ୍କ ସହିତ ସମୟ କଟାଇଲା ବେଳେ ଆପଣ ଜାଣିପାରିବେ ଯେ ସେମାନଙ୍କୁ ସମୟ ଦେବା କେତେ ଆବଶ୍ୟକ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ |