ରାଶିଫଳ ଗୁରୁବାର : ଆଜି ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି

ସମ୍ପର୍କର ଏହି ସଂବେଦନଶୀଳ ଗଣ୍ଠିରେ ଜଡ଼ିତ ଦୁଇ ଜଣଙ୍କୁ ଏହା ପାଇଁ ସମ୍ପରପିତ ହେବାକୁ ପଡ଼ିବ….

ମେଷ ରାଶି ଗୁରୁବାର ମଇ ୧୨,୨୦୨୨: ମନଵୈଜ୍ଞାନିକ ଡର ଆପଣଙ୍କ ଉତ୍ତେଜିତ କରି ପାରେ | ସକରାତ୍ମକ ଚିନ୍ତା ଓ ସ୍ଥିତିର ଆଲୋକିତ ପଟକୁ ଦେଖିବା ଆପଣଙ୍କୁ ଏହା ଠୁ ରକ୍ଷା କରି ପାରିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ଜୀବନସାଥୀ ସହିତ ନିଜର ସମ୍ପର୍କରୁ ବାଧା ଦୂର କରିବା ପାଇଁ ଉତ୍ତମ ଦିନ ଅଛି | ସମ୍ପର୍କର ଏହି ସଂବେଦନଶୀଳ ଗଣ୍ଠିରେ ଜଡ଼ିତ ଦୁଇ ଜଣଙ୍କୁ ଏହା ପାଇଁ ସମ୍ପରପିତ ହେବାକୁ ପଡ଼ିବ ଓ ପରସ୍ପର ପାଇଁ ହୃଦୟରେ ବିଶ୍ୱାସ ଓ ପ୍ରେମ ଥିବା ଦରକାର | ସ୍ଥିତି ଠିକ କରିବାର କର୍ତ୍ତବ୍ୟ ନିଜ କାନ୍ଧ ଉପରେ ନିଅନ୍ତୁ ଓ ସକରାତ୍ମକ ଭାବରେ କଥା ହୁଅନ୍ତୁ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ | ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ | ଆପଣଙ୍କ ସମ୍ପର୍କ କରିବାର ପ୍ରବୀଣତା ପ୍ରଭାବଶାଳୀ ରହିବ | ଆପଣଙ୍କ ଜୀବନସାଥୀ ଆପଣଙ୍କ ଠୁ ନିରାଶ ହୋଇ ପାରନ୍ତି, କାରଣ ଆପଣ ତାଙ୍କୁ କୌଣସି ମହତ୍ଵପୁର୍ଣ କଥା ଜଣେଇବାକୁ ଭୁଲି ଯାଇଛନ୍ତି |

ବୃଷ : ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଆପଣଙ୍କର କେହି ଜଣେ ପରିବାର ଲୋକ କିମ୍ବା ସାଙ୍ଗ ସାଥି ଆପଣଙ୍କ ଅନିଶ୍ଚିତ ଓ ଖାମଖିଆଲ ବ୍ୟବହାର ଯୋଗୁଁ ଚିଡ଼ି ପାରନ୍ତି | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ | ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଶୁଭ ଦିନ ଅଛି | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |

ମିଥୁନ : ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ, ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା ର ସାମନା କରିବାକୁ ପଡ଼ି ପାରେ | ଯଦିବା ନିଜ ଅର୍ଜିତ ଧାନ କାହାକୁ ଦେବାପାଇଁ କେବେ ଇଛା ହୁଏ ନାହିଁ, ତଥାପି ଆଜି ଆପଣ କୌଣସି ଦୀନ ଦୁଃଖୀକୁ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ପ୍ରେମର ଉଲ୍ଲାସ ଅନୁଭବ କରି ପାଇଁ ଆପଣ କେହି ଜଣେ ନୂଆ ଭୟକ୍ତିଙ୍କ ଭେଟି ପାରନ୍ତି | ଆଜି କାର୍ଯ୍ୟସ୍ଥଳରେ କିଛି ଜିନିଷର ସମାଧାନ କରିବା ପାଇଁ ନିଜର ବୁଦ୍ଧିମତ୍ତା ଓ ପ୍ରଭାବ ପ୍ରୟୋଗ କରିବାକୁ ପଡି ପାରେ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଆପଣଙ୍କ ଜୀବନ-ସାଥୀଙ୍କ ମନ ଆଜି ବହୁତ ଭଲ ଅଛି | ଆପଣଙ୍କୁ କୌଣସି ଉପହାର ମିଳି ପାରେ |

କର୍କଟ : ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଘର ଲୋକଙ୍କ ସହିତ ସମୟ ବିତାଇ ଖୁସି ଅନୁଭବ କରିବେ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ଅନ୍ୟ ଦିନ ଅପେକ୍ଷାରେ ଆପଣଙ୍କର ସହକର୍ମୀ ଆପଣଙ୍କୁ ଆହୁରି ବେଶୀ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିବେ | ନିଜର ସାହସର ଲାଭ ଉଠାନ୍ତୁ ଓ ନୂଆ ନୂଆ ବନ୍ଧୁ ଓ ବନ୍ଧୁତ୍ୱ କରିବାକୁ ଚେଷ୍ଟା କରନ୍ତୁ | ହସ-ମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ବାଦ-ବିବାଦ ହୋଇ ପାରେ |

ସିଂହ : ଯଦି ଆପଣ ବହୁତ ବେଶୀ ଚାପ ଅନୂଭଵ କରୁଛନ୍ତି, ତାହେଲେ ପିଲାଙ୍କ ସହିତ ସମୟ ବିତାନ୍ତୁ | ତାଂକର ପ୍ରେମରେ ଭରା ଆଲିଂଗନ ଓ ନିରୀହତା ହସ ଆପଣଙ୍କ ସବୁ ଅସୁବିଧାକୁ ଶେଷ କରି ଦେବ | ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ଆପଣଙ୍କ ଆକର୍ଷକ ଛବି ମନଇଚ୍ଛା ପରିଣାମ ଦେବ | ନିଜର ବିଶେଷଜ୍ଞତାର ଉପଯୋଗ ପେସାଗତ କଥାକୁ ସହଜ ଭାବରେ ସମାଧାନ କରିବାରେ କରନ୍ତୁ | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ |

କନ୍ୟା : ଅପ୍ରତ୍ୟାନସୀତ ଯାତ୍ରା କରିବା କାରଣରୁ ଆପଣ ଠକ ଅନୁଭବ କରିବେ ଓ ଆପଣ ଉତ୍ତେଜିତ ଅନୂଭଵ ବି କରିବେ | ମାଂସପେଶୀକୁ ଆରାମ ଦେବା ପାଇଁ ଶରୀରକୁ ତେଲରେ ମାଲିସ କରନ୍ତୁ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ଅନ୍ୟ ମାନଂକର ହସ୍ତକ୍ଷେପ ଯୋଗୁଁ ବିବାହରେ ବିପଦ ଆସି ପାରେ |

ତୁଳା : ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | କିନ୍ତୁ ଆପଣଙ୍କ ନିଜର ନିଅନତରଣ ହଯନ୍ତୁ ନାହିଁ, ଏହା ଦ୍ୱାରା ନିଆଁ ଆହୁରି ବଢ଼ି ଚାଲିବ | ଯଦି ଆପଣ ସହଯୋଗ ନ କରନ୍ତି, ତାହେଲେ ଆପଣଙ୍କ ସହିତ କେହି ଝଗଡା କରି ପାରିବ ନାହିଁ | ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ |

ବିଛା : ଯେମିତି ଯେମିତି ସଫଳତା ପାଖେଇ ଆସିବା ସେମିତି ସେମିତି ଉର୍ଜା କମି ଆସିବା | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ | ଆପଣ ଭଲ-ଭାବରେ କାମ କଲେ ସେଥିପାଇଁ ଏବେ ତାହାର ଲାଭ ଉଠେଇବାର ସମୟ ଅଛି | ଆଜି ଆପଣ ଆପଣଙ୍କ ଖାଲି ସମୟ ଟିଭି, ମୋବିଲେ ବା ଇଣ୍ଟେର୍ନେଟ ସର୍ଫିଙ୍ଗ କରି କାଟିବେ | ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି | ଆଜି ଆପଣ ନିଜର ଜୀବନ-ସାଥୀଙ୍କ ପ୍ରେମର ଗଭୀରତା ଅନୁଭବ କରିବେ |

ଧନୁ : ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଘର ସଜା-ସଜି ଜିନିଷ ଉପରେ ଆଜି ଗୁରୁତ୍ୱ ଦେବା ଉଚିତ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ | ଆପଣଙ୍କୁ ଆଜି ଆପଣଙ୍କ କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ଆଜି ଆପଣଙ୍କ ସଖାଳ ବିଜୁଳି କାଟିବା କାରଣରୁ ସଂଘର୍ଷ ପୁର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ |

ମକର : ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ , କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ | ଅଦରକାରୀ ଜିନିଷ ଉପରେ ଟଙ୍କା ଖର୍ଚ କରି ଆପଣ ନିଜ ଜୀବନ-ସାଥୀକୁ ରୁଷ୍ଟ କରି ପାରନ୍ତି | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ | ଆଜି ଦିନରେ ଆପଣଙ କାର୍ଯ୍ୟାଳୟରେ କିଛି ଉତ୍ତମ କାର୍ଯ୍ୟ କରି ପାରନ୍ତି | ଯଦି ଆପଣ ପଢ଼ା ବା ଚାକିରୀ ପାଇଁ ବାହାରେ ରହୁଛନ୍ତି ତାହେଲେ ଖାଲି ସମୟରେ ପରିବାର ସହିତ କଥା ହୋଇପାରନ୍ତି | ଏହି ସମୟରେ ଆପଣ ଭାବୁକ ହୋଇପାରନ୍ତି | ନିଜର ସାଥି ଉପରେ କର ଯାଇଥିବା ସନ୍ଦେହ ଗୋଟେ ବଡ ବିବାଦର ରୂପ ନେଇ ପାରେ |

କୁମ୍ଭ : ଆଜି ଦିନଟା ଭଲରେ କଟିବନି ,ଛୋଟ-ଛୋଟ କଥାରେ ବିରକ୍ତ ହେବେ | ବିନା ଚିନ୍ତାକରି କାହାକୁବି ଧନ ଦେବା କଥା ନୁହେଁ, ନହେଲେ ଆପଣଙ୍କୁ ଆଗାମୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହେବା କୁ ପଡ଼ିବ | ନିଜର ଅହଂ ଭାବ ଯୋଗୁଁ ପରିବାର ଲୋକଙ୍କୁ ନିଜ ଅସୁବିଧା ନକହି ଆପଣ ଆହୁରି ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ମାନେ ରଖନ୍ତୁ ପରିବାରରେ ନିଜ ଅସୁବିଧା କହିଲେ ଅସୁବିଧାର ସମାଧାନ ହୋଇଥାଏ , ବଢ଼େନି | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି | କାର୍ଯ୍ୟସ୍ଥଳରେ ଦାୟିତ୍ୱ ବଢ଼ି ପାରେ | ଯାତ୍ରା କରିବା ସମୟରେ ଆପଣ ନୂତନ ଜାଗାକୁ ଭ୍ରମଣ କରିବାକୁ ଯିବେ ଓ ମହତ୍ଵପୁର୍ଣ ଲୋକଙ୍କ ସହିତ ସାକ୍ଷାତ ହେବ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |

ମୀନ : କାର୍ଯ୍ୟ ଚାପି ଯୋଗୁଁ ଆପଣ ଘରେ କ୍ଳାନ୍ତିକର ଅନୁଭବ କରିବେ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | ଏହି ରାଶିର ଵ୍ୟାକରୀମାନେ ନିଜ ଅବସର ସମୟରେ ଆଧ୍ୟାତ୍ମିକ ବହି ପଢ଼ି ସମୟ ଅତିବାହିତ କରିବା ଉଚିତ | ଏହା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ | ଆପଣଙ୍କୁ ଆପଣଙ୍କ ଜୀବନସାଥୀ ଆଡୁ ଗୋଟେ ବିଶେଷ ଉପହାର ମିଳି ପାରେ |