ରାଶିଫଳ ମଙ୍ଗଳବାର: ପରମ ସୋଭାଗ୍ୟଶାଳୀ ହେବେ
Horoscope Tuesday-13-12-2022
ମେଷ : କୌଣସି ଉଚ୍ଚ ଓ ବିଶେଷ ଲୋକଂକୁ ଭେଟିବା ସମୟରେ ଅଧୀର ହୁଅନ୍ତୁ ନାହିଁ ଓ ନିଜର ଆତ୍ମବିଶ୍ଵାସ ରଖନ୍ତୁ | ଏହା ଶରୀର ପାଇଁ ସେତିକି ହିଁ ଆବଶ୍ୟକ, ଯେତିକି କାମ-ଧନ୍ଦା ପାଇଁ ପଇସା | ଯେଉଁମାନେ ଦୁଗ୍ଧ ଆଦି ଉଦ୍ୟୋଗ ସହିତ ଜଡିତ ସେମାନଙ୍କୁ ଆଜି ଅତ୍ୟନ୍ତ ଲାଭ ମିଳିବାର ସମ୍ଭାବନା ଅଛି | ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣା କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାଥକୁ ଆସିବ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ | ଜନ୍ମଦିନ ଭୁଲିଲା ପରି କୌଣସି ଛୋଟ କଥାକୁ ନେଇକି ଜୀବନସାଥୀ ସହିତ ଝୁଙ୍କଟି ହୋଇ ପାରେ | କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ |
ବୃଷ : ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ଆପଣ ନିଜ ଜୀବନ-ସାଥୀଙ୍କ ସହିତ ପ୍ରେମ,ନିକଟବର୍ତୀ ଓ ସ୍ନେହ ଅନୁଭବ କରିବେ | ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ | ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ – ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ | ଚୁଗୁଲି ଓ ଉଡ଼ା ଖବରକୁ ପରିହାର କରନ୍ତୁ | ବଢ଼ିଆ କାଧ୍ୟ, ପ୍ରେମର ପରିବେଶ ଓ ଜୀବନସାଥୀ ସହିତ ରହିବାର ସୁଯୋଗ- ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ |
ମିଥୁନ : ବିପଦର ସମ୍ମୁଖୀନ ହେବାକୁ ପଡି ପାରେ | ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ | ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ | ଅସୁବିଧା ସମୟରେ ବଂଧୁ କାମରେ ଆସିବେ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲିଙ୍ଗନ ଦେବାର ବି ଲାଭ ଅଛି ଓ ଏହା ଅନୁଭବ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ଠୁ ମିଳି ପାରେ |
କର୍କଟ : ଆଳସ୍ୟ ଓ କାମ ଉର୍ଜା ସ୍ତର ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିଷର କାମ କରିବ | କୌଣସି ଭଲ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଉତ୍ତମ ରହିବ | ତା ସହିତ ରାଗଠୁ ନିଜାତ ପାଇବା ପାଇଁ ନିଜକୁ ଉତ୍ସାହିତ କରନ୍ତୁ | ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | କେହି ଜଣେ ପୁରୁଣା ସାଙ୍ଗ ସଂଧ୍ୟା ବେଳେ ଫୋନ କରି ପୁରୁଣା ସ୍ମୃତି ମାନେ ପକେଇବେ | ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ | ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ |
ସିଂହ : ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ | କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ପିଲା ମାନଂକ ସହିତ ସମୟ କାଟିବା ଅତି ଉତ୍ତମ ହେବ | ଆପଣଙ୍କ ଜୀବନ-ସାଥିଙ୍କର ପାରିବାରିକ ଲୋକଙ୍କ କାରଣରୁ ଆପଣଙ୍କ ଦିନ ଚିନ୍ତା ଭରା ରହିବ | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ | ଜୀବନ-ସାଥୀଙ୍କ ଦ୍ୱାରା ପରିବାର ଓ ସାଙ୍ଗ ମାନଙ୍କ ମଧ୍ୟରେ ନକରାତ୍ମକ ଭାବରେ ନିଜର ବୈବାହିକ ଜୀବନର ନିଜୀ କଥା ବାହାରି ପାରେ |
କନ୍ୟା : ପିଲାଙ୍କ ସହିତ ଖେଳିବା ବହୁତ ଉତ୍ତମ ଓ ଶାନ୍ତି ଦେଲା ପରି ଅନୁଭବ ହେବ | ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ଆଜି ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ବୁଲିଯିବାପାଇଁ ଯୋଜନା କରିପାରନ୍ତି କିନ୍ତୁ କୌଣସି ଅତ୍ୟାବଶ୍ୟକ କାମପାଇଁ ଏହି ଯୋଜନା ପାଣ୍ଡୁର ହୋଇଯିବ ଏବଂ ସେଥିପାଇଁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ହୋଇପାରେ | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ | ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ | ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ ଏକାକୀ ରହିବାକୁ ବେଶୀ ପସନ୍ଦ କରନ୍ତି | ଆଜି ଆପଣ ଆପଣଙ୍କ ପାଇଁ ସମୟ ପାଇବେ କିନ୍ତୁ ଅଫିସ କାମରେ ବ୍ୟସ୍ତ ରହିବେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଗୋଟେ ଉତ୍ତମ ଗୁଣ ଦେଖା ଯିବ |
ତୁଳା : ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ଆଜି ଆପଣଙ୍କ ବସ୍ରେ ଛାଡ଼ ଦବା ମନରେ ନାହାନ୍ତି – ତେଣୁ ଆପଣଙ୍କୁ ତାଙ୍କର ଭଲ ଦୃଷ୍ଟିରେ ରହିବ ପାଇଁ ନିଜର କାମ କରିବାକୁ ପଡ଼ିବ | ଯଦି ଆପଣ ଲମ୍ବା ସମୟରୁ ନିଜ ଜୀବନରେ କୌଣସି କୌତୁହଳଜନକ ଜିନିଷ ହେବା ପାଇଁ ଅପେକ୍ୟା କରିଛନ୍ତି,ତାହେଲେ ନିଶ୍ଚୟ ହିଁ ଆପଣଙ୍କୁ ତାହାର ଲଖ୍ୟଣ ଦେଖା ଯିବାକୁ ଲାଗିବ | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |
ବିଛା : ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | କଣ ଆପଣ କେବେ ଗୋଲାପ ଓ ଅଦାର ମହକ ଏକା ସହିତ ଅନୁଭବ କରିଛନ୍ତି? ଆଜି ଆପଣଙ୍କ ଜୀବନ ପ୍ରେମ ଦୃଷ୍ଟିରୁ ସେମିତି ମହକି ଉଠିବ | ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରୁଥିବେ | ଏହି ଉର୍ଜାର ପ୍ରୟୋଗ କାମ-କାର୍ଯ୍ୟରେ କରନ୍ତୁ | ଆଜି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନେଇ ବାହାରକୁ ଯିବାପାଇଁ ଯୋଜନା କରିପାରନ୍ତି | କିନ୍ତୁ ତାଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣ ତାଙ୍କୁ ନେଇପାରିବେନି | ଆଜି ଆପଣଙ୍କୁ ରଙ୍ଗ ବେଶୀ ଗାଢା ଦେଖା ଯିବ, କାହିଁକି ନା ପରିବେଶରେ କେବଳ ପ୍ରେମ ହିଁ ପ୍ରେମ ଅଛି |
ଧନୁ : କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ | ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ | ଅକାରଣ ସନ୍ଦେହ ସମ୍ପର୍କରେ ଶୀଥିଳତା ଆଣିଦିଏ | ସେଥିପାଇଁ ଯଦି ଆପଣଙ୍କ ସନ୍ଦେହ ଯଦି ପ୍ରମାଣିତ ବୋଲି ଆପଣ ଭାବୁଛନ୍ତି ତେବେ ନିଜ ପ୍ରେମୀଙ୍କ ସହିତ ଆଲୋଚନା କରି ତାର ସମାଧାନ କରନ୍ତୁ | ୱେବ ଡ଼ିଜାଇନିଂରେ ଜଡିତ ଲୋକଙ୍କ ପାଇଁ ଉତ୍ତମ ଦିନ ରହିବ | ପୁରା ଏକାଗ୍ରତା ସହିତ କାର୍ଯ୍ୟ କରନ୍ତୁ, କାରଣ ଆଜି ଆପଣ ଚମକି ପାରନ୍ତି | କିଛି ଲୋକଙ୍କୁ ବିଦେଶ ଯିବାର ସୁଯୋଗ ମିଳି ପାରେ | ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ | ଜୀବନସାଥୀଠୁ ଅଧିକ ଆଶା ରଖିବା ଆପଣଙ୍କ ବୈବାହିକ ଜୀବନରେ ଦୁଃଖ ଆଣି ପାରେ |
ମକର : ନିଜର ରୋଗ ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ | ଖରାପ ସ୍ୱାସ୍ଥ୍ୟ ଉପରରୁ ଧ୍ୟାନ ନ କରି କୌଣସି କୌତୁହଳଜନକ କାର୍ଯ୍ୟ କରନ୍ତୁ | କାରଣ ଏହି ବିଷୟରେ ଆପଣ ଯେତେ ବେଶୀ କଥା ହେବେ,ସେତିକି ହିଁ ବେଶୀ କଷ୍ଟ ଆପଣଙ୍କୁ ହେବ | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ପରିବାର ଲୋକ ବହୁତ ସାରା ଜିନିଷର ଦାବି କରି ପାରନ୍ତି | ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ | ନିଜ ବରିଷ୍ଠ ଅଧିକାରୀ ମାନଙ୍କୁ ଘରକୁ ଆମନ୍ତ୍ରିତ କରିବା ପାଇଁ ,ଆଜି ଭଲ ଦିନ ନୁହେ | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିସ ଗୁଡିକ ବିଶେଷ ଯତ୍ନରେ ରକଃନ୍ତୁ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |
କୁମ୍ଭ : ଆଜି ବିଶେଷ ଦିନ ଅଛି, କାରଣ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ଲିଚି ଅସାଧାରଣ କାର୍ଯ୍ୟ କରିବାକୁ କ୍ଷମତା ଦେବ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଆଜି ନିଜର ମନ ଶାନ୍ତି ପାଇଁ କୋଣସି ଅନୈତିକ କାମରେ ଯୋଗଦାନ କରନ୍ତୁ ନାହିଁ ନହେଲେ ଅସୁବିଧାରେ ପଡି ପାରନ୍ତି | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଯଦିବା ଆପଣଙ୍କ ପାଖରେ ସମୟ ରହିବ ତଥାପି ଆପଣ ଆପଣଙ୍କୁ ସନ୍ତୁଷ୍ଟ କଲାଭଳି କିଛି କାମ କରିପାରିବେନି ଦିନ ସତରେ ପ୍ରେମରେ ଭରା ରହିବ | ସ୍ୱାଦିଷ୍ଟ କାଧ୍ୟ, ମହକ ଖୁସି ସହିତ ଆପଣ ଆପଣଙ୍କର ପ୍ରିୟ ସହିତ ଉତ୍ତମ ଦିନ କାଟିବେ |
ମୀନ : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ | ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାନନ୍ତୁ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |