ରାଶିଫଳ ମଙ୍ଗଳବାର : ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ

ଆପଣଙ୍କ କ୍ଷମତା ଲୋକଙ୍କ ପ୍ରସଂସାର ପାତ୍ର ହୋଇ ଯିବ …

ମେଷ ରାଶି ମଙ୍ଗଳବାର ମଇ ୧୭, ୨୦୨୨: ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଆଜି ଦିନରେ ଅନ୍ୟ ମାନଙ୍କ ପରାମର୍ଶ ନେବା ଓ ତାକୁ କାର୍ଯ୍ୟରେ ପରିଣତ କରାଇବା ଅତି ଆବଶ୍ୟକ | ଆପଣଙ୍କ ଆକର୍ଷକ ଛବି ମନଇଚ୍ଛା ପରିଣାମ ଦେବ | କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ | କିନ୍ତୁ ଆପଣଙ୍କୁ ତାକୁ ସୁଧାରିବା ପାଇଁ ବିସ୍ଲେସଣର ଆବଶ୍ୟକତା ଅଛି | ଆପଣଙ୍କ କାରଣରୁ ଯେମିତି କାହାକୁ କ୍ଷେତି ନ ହୋଉ, ତାଙ୍କଠୁ କ୍ଷମା ମାଗିବା ଆବଶ୍ୟକ | ମାନେ ରଖ୍ନ୍ତୁକି କେହି ଯଦି ଭୁଲ କରେ ତ, ସିଏ ଅଟେ ମୂର୍ଖ ନୁହେଁକି ବାରମ୍ବାର ଭୁଲ କରିବ | ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି |ଆଜିର କାମ ଆଜି ଶେଷ କରନ୍ତୁ | ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ | କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ? ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ,ଏହି କଥା ଆପଣଙ୍କୁ ଆପେ-ଆପେ ଦେଖା ଯିବ |

ବୃଷ : ନିଜର ଉର୍ଜାର ପ୍ରୟୋଗ କେହି ବିପଦରେ ଫସି ଥିବା ଲୋକର ସାହାଯ୍ୟ କରିବା ପାଇଁ କରନ୍ତୁ | ମନେ ରଖନ୍ତୁ – ଏହି ଶରୀର ଦିନେ-ନା -ଦିନେ ମାଟିରେ ମିଶିଯିବ, ଯଦି ଏହା କାହାର କାମରେ ନ ଆସେ ତାହେଲେ ତାହାର ଲାଭ କଣ? ଭାବି ଚିନ୍ତିକି ନିବେଶ କରନ୍ତୁ | ଯଦି ଆପଣ କାର୍ଯ୍ୟାଳୟରେ ଅଧିକ ସମୟ କାଟିବେ, ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ି ପାରେ | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | ଦରକାର ସମୟରେ ଶୀଘ୍ର ଓ ବୁଦ୍ଧି ସହିତ କାର୍ଯ୍ୟ କଲେ ,ଆପଣଙ୍କ କ୍ଷମତା ଲୋକଙ୍କ ପ୍ରସଂସାର ପାତ୍ର ହୋଇ ଯିବ | ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି | ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |

ମିଥୁନ : ଯେଉଁ ସମସ୍ୟା ଗୁଡିକ ଆପଣଙ୍କୁ ହଇରାଣ କରୁଛି,ତାହାକୁ ସମାଧାନ କରିବା ପାଇଁ ବୁଢ଼ୀ,ଚତୁରତା ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କ ସହିତ ବୁଲିବାକୁ ଯାଉଛନ୍ତି ତାହେଲେ ନିଜ ବେଶ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ସେ ନାରାଜ ହୋଇପାରନ୍ତି | କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |

କର୍କଟ : ଆଜି ଊର୍ଜା ସହିତ ଭରା ରହିବା ପରେ ଭି -କାମ ଚାପ ଯୋଗୁଁ ବିରକ୍ତ ରହିବେ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ | ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ | ବୈବାହିକ ଜୀବନରେ ଫଳର ଧ୍ୟାନ ରଖିବା ଆବଶ୍ୟକ | କିନ୍ତୁ ଆଜିକା ଦିନରେ ଆପଣ ଦୁଇ ଜଣ ନିଜ-ନିଜ ପାକହାକୁ ଯିବାକୁ ଚାହିଁବେ |

ସିଂହ : ନିଜକୁ ଶାନ୍ତ ରକଃନ୍ତୁ କାରଣ ଆଜି ଆପଣଙ୍କୁ ବହୁତ ସାରା ବଧାର ସମ୍ମୁଖୀନ ହବାକୁ ପଡି ପାରେ,ଯାହା କାରଣରୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି |ବିଶେଷ କରିକି ନିଜର ରାଗ ଉପାରେ ନିୟନ୍ତ୍ରଣ ରଖନ୍ତୁ,କାରଣ ଏହା ଆଉ କିଛି ନୁହେ କେବଳ କିଛି ସମୟର ପାଗଳାମି ହିଁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |

କନ୍ୟା : ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି | କାରିଆର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ ଅଟେ, ଯେତିକି କି ଆବଶ୍ୟକ ଖେଳ-ଖୁଦ | ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ | କାର୍ଯ୍ୟଭାର ଅଧିକ ସତ୍ତ୍ୱେ ଆଜି ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟ ଠିକ ସମୟରେ ସାରିପାରିବେ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |

ତୁଳା : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | ଘର ଲୋକଙ୍କ ସହିତ ମିଶିକି କିଛି ଅଲଗା ଓ ରସମୟ କରନ୍ତୁ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ | ଆଜି ନିଜ ଯୋଜନାରେ ଆଗକୁ ବଢିବା ପାଇଁ ଘର ଲୋକଙ୍କୁ ବୁଝେଇ ବାରେ ଅସୁବିଧା ହୋଇ ପାରେ | ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାନନ୍ତୁ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ |

ବିଛା : ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ନୂତନ ପରିଯୋଜନା ଓ ଖର୍ଚ୍ଚକୁ ବିଳମ୍ବ କରନ୍ତୁ | ଦିନ ଶେଷରେ ଆଜି ଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି | କିନ୍ତୁ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୌଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ | ଆଜି ଦିନ ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ କାରଣ କିଛି କଥାରେ ଆପଣଙ୍କ ଭିତରେ ଅସହମତି ମଧ୍ୟ ହୋଇ ପାରେ, ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇ ପାରେ |

ଧନୁ : ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହିତ ମଜା-ମସ୍ତି ଭରା ଯାତ୍ରା ଆପଣଙ୍କୁ ଆରାମ ଦେବ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ | ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | ଆଜି ଯାହା ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି | ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି | ଏହା ଦ୍ୱାରା ଆପଣ ଆପଣଙ୍କର ସମୟ ହିଁ ନଷ୍ଟ କରୁଛନ୍ତି ବୋଲି ଜାଣି ପରେ ଦୁଃଖ କରିବେ | ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି

ମକର : ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ | ଆପଣଙ୍କ ବ୍ୟବସାୟ ଓ ହିସାବ କରିବାର କ୍ଷମତା ଲାଭକାରୀ ପ୍ରମାଣିତ ହେବ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |

କୁମ୍ଭ : ସାମାଜିକ ମେଳକୁ ଠୁ ଅଧିକା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | ଆପଣଙ୍କର କେହି ଜଣେ ପରିବାର ଲୋକ କିମ୍ବା ସାଙ୍ଗ ସାଥି ଆପଣଙ୍କ ଅନିଶ୍ଚିତ ଓ ଖାମଖିଆଲ ବ୍ୟବହାର ଯୋଗୁଁ ଚିଡ଼ି ପାରନ୍ତି | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ଜୀବନର କଠିନତା ଜାଣିବାକୁ ହେଲେ ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସହିତ ସମୟ କାଟନ୍ତୁ | ଆଖି ମନର କଥା କହି ଦିଏ | ଆଜି ଦିନ ଆପଣଙ୍କ ଜୀବନସାଥୀ ସହିତ ଏହି ଭାଷାରେ କଥା ହେବାର ଅଛି |

ମୀନ : ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | କୌଣସି କୌତୁହଳଜନକ ବ୍ୟକ୍ତିଂକୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି | ଆଜି ଆପଣଙ୍କୁ କାର୍ଯ୍ୟାଳୟରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ | ସମୟ ଚକ୍ର ବହୁତ ଗତିଶୀଳ | ତେଣୁ ସମୟର ସଦୁପଯୋଗ କରିବା ଶିଖନ୍ତୁ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |