ଡିସେମ୍ବର ୧୬ ତାରିଖ ଦିନ ଗ୍ରହରାଜ ସୂର୍ଯ୍ୟ ଧନୁରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କର ଧନୁରାଶିକୁ ଗମନ, ଦେବଗୁରୁ ବୃହସ୍ପତି ମେଷରେ ଅବସ୍ଥାନ ।
ସୂର୍ଯ୍ୟ ଓ ବୃହସ୍ପତିଙ୍କ ମଧ୍ୟରେ ନବମ-ପଂଚମ ଦୃଷ୍ଟି ଶକ୍ତିଶାଳୀ ରାଜଯୋଗକୁ ସୂଚାଉଛି । ଫଳରେ ମେଷ, ମିଥୁନ, ସିଂହ, ଧନୁ ଓ ମୀନ ରାଶିର ଲୋକଙ୍କ ପାଇଁ ୨୦୨୪ ମସିହା ଶୁଭଦାୟକ ରହିବ । ରାଜସମ୍ମାନ, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଉନ୍ନତି, ସାମାଜିକ ପ୍ରତିଷ୍ଠା,