ଲେମ୍ବୁର ଉପକାରିତା ବିଷୟର ଜାଣନ୍ତୁ…

ଅନେକ ଔଷଧିୟ ଗୁଣରେ ଭରପୁର ଲେମ୍ବୁ । ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସୁସ୍ଥ ଜୀବନ ସହିତ କ୍ୟାନସର ଭଳି ମାରାତ୍ମକ ରୋଗର ଉପାଚର ପାଇଁ ବି ଲେମ୍ବୁ ଅତ୍ୟନ୍ତ ଫଳପ୍ରଦ ଜିନିଷ ଅଟେ ।

ଏକ ଅଧ୍ୟୟନକୁ ଜଣାପଡିଛି କି, ଲେମ୍ବୁରେ ଲିମୋନାଇଡଟ ଫାଇଟୋକେମିକାଲ ରହିଥାଏ । ଯେଉଁଥିରେ କ୍ୟାନସର ଭଳି ଦୁରାଗ୍ୟ ରୋଗକୁ ରୋକିବାର ଗୁଣ ଉପଲବ୍ଧ । ସେହିପରି ଲେମ୍ବୁରେ ୧୨ ପ୍ରକାର କ୍ୟାସନର ରୋଗକୁ ଲଢିବାର କ୍ଷମତା ରହିଛି।

କିମୋଥେରୋପି ଏବଂ ନାରକୋଟିକ୍ ପ୍ରଡକ୍ଟ ତୁଳନାରେ ଲେମ୍ବୁ ହଜାର ଗୁଣା ଭଲ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଯଦି ଲେମ୍ବୁ ସହିତ ବେଙ୍ଗିଂ ସୋଡା ବ୍ୟବହାର କରିଯାଏ ତେବେ ଏହି ମିଶ୍ରଣ କ୍ୟାନସର ସେଲଗୁଡିକ ଉପରେ ଶକ୍ତିଶାଳୀ ପ୍ରଭାବ ପକାଇଥାଏ ।

ତେବେ ଅଧ୍ୟୟନରୁ ଆହୁରୀ ମଧ୍ୟ ଜଣାପଡିଛି କି, ସୋଡିୟମ ବାଇ-କାର୍ବୋନେଟ ତଥା ବେଙ୍ଗିଂ ସୋଡା ଟ୍ୟୁମର ଏବଂ ଏହାର ଆଖପାଖ ସ୍ଥାନକୁ ଅଲ୍କାଇଜ କରିଥାଏ । ଏବଂ ମେଟାଷ୍ଟେଟିସ (ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ବ୍ୟାପିବା) ଭଳି ସମସ୍ୟାକୁ ରୋକିଥାଏ ।