ଆଜି ର ରାଶିଫଳ : କେମିତି କଟିବ ଆଜିର ଦିନ
ମେଷ: ଆୟ ମଧ୍ୟମ ଧରଣର ରହିବ ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସହଯୋଗ ପାଇବେ । ଆୟ ମଧ୍ୟମ ଧରଣର ରହିବ । ବ୍ୟବସାୟରେ ମଧ୍ୟ ମଧ୍ୟ ଧରଣର ସ୍ଥିତି ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମନ ଭଲ ରହିବ । ଦୂରଯାତ୍ରା କରିପାରନ୍ତି ।
ବୃଷ: ନୂତନ କାର୍ଯ୍ୟାରମ୍ଭ କରିବେ ସମସ୍ତ କାର୍ଯ୍ୟରେ ଆଶାମୁତାବକ ଫଳ ମିଳିବ । ନୂତନ କାର୍ଯ୍ୟାରମ୍ଭ କରିବେ । ନୂଆ ଚାକିରୀ ବା ନିଯୁକ୍ତି ମିଳିବାର ଯୋଗ ରହିଛି । ଭଗବାନ ଶଙ୍କରଙ୍କର ଆରାଧାନ କରନ୍ତୁ ।
ମିଥୁନ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଆୟ ତୁଳନାରେ ବ୍ୟୟ କରନ୍ତୁ । କୌଣସି କଥାକୁ ନେଇ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନୂଆ ଚାକିରି ପାଇବାର ଯୋଗ ରହିଛି ।
କର୍କଟ: ମନ ଭଲ ରହିବ ଆଜି ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଘର ପାଇଁ ଦରକାରୀ ସାମଗ୍ରୀ କ୍ରୟ କରିବେ । ମନ ଭଲ ରହିବ ।
ସି˚ହ: ଧନ ଲାଭର ଯୋଗ ରହିଛି । ଧନ ଲାଭର ଯୋଗ ରହିଛି । ଭୂମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଅଧିକ ପରିଶ୍ରମ ଓ ସମୟ ଦେବା ପାଇଁ ପଡିବ । ବକେୟା ଟଙ୍କା ଫେରି ପାଇବେ । ଦୂରଯାତ୍ରା କରିପାରନ୍ତି
କନ୍ୟା: ମନ ସ୍ଥିର ରହିବ କୌଣସି ନୂତନ କାର୍ଯ୍ୟ ପାଇଁ ଆଜି ଆଜି ଆଗ୍ରହ ଦେଖାଇବେ । ମନ ସ୍ଥିର ରହିବ । ବାଧାବିଘ୍ନ ଦୂର ହେବ । ପରିବାରରେ କୌଣସି କାରଣ ପାଇଁ ବିବାଦ ଦେଖାଦେବ । ଆଜି କିଛି କାମରେ ବିଳମ୍ବିତ ହୋଇପାରେ । ତୁଳା: ସାବଧାନ ରୁହନ୍ତୁ ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ ।
ତୁଳା: ସାବଧାନ ରୁହନ୍ତୁ ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ।
ବିଛା: ପାରିବାରିକ ଜୀବନ ସୁଖମୟ ହେବ। କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।
ଧନୁ: ମନ ଭଲ ରହିବ ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ
ମକର: ସଫଳତା ମିଳିବ ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ ।
କୁମ୍ଭ: ନୂଆ ଚାକିରିର ପ୍ରସ୍ତାବ ଆସି ପାରେ ଆଜି ଆଶାଠୁ ଅଧିକ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଦିନଟି ଭଲରେ ବିତିବ । ନୂଆ ଚାକିରିର ପ୍ରସ୍ତାବ ଆସି ପାରେ ।
ମୀନ: କିଛି କାମ କରିବା ପୂର୍ବରୁ ଚିନ୍ତା କରନ୍ତୁ ଆଜି କୌଣସି କାରଣ ପାଇଁ ଅପମାନିତ ହୋଇପାରନ୍ତି । ନିଜ ମତ ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ସନ୍ତାନଙ୍କ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ ।