ଆଲର୍ଜିରୁ ମୁକ୍ତି ଚାହୁଁଛନ୍ତି କି ? ଜାଣନ୍ତୁ ଏହି ଟିପ୍ସ

ଖରାଦିନେ ଆଲର୍ଜିର କଷ୍ଟ ଯନ୍ତ୍ରଣା ଅଧିକ ମାତ୍ରାରେ ହୋଇଥାଏ। ଆଲର୍ଜି ହେଉଛି ଏକ ପ୍ରକାରର ରୋଗ ଯାହା ଶରୀରରେ କିଛି କିଛି ସ୍ଥାନରେ ନାଲି ହୋଇ ଫଳି ହୋଇପଡ଼ିଥାଏ । ଏହା କିଛି କିଛି ଜିନିଷ ଖାଇବା ଦ୍ୱାରା ବ୍ୟାପିଥାଏ । ତେଣୁ ସମସ୍ତଙ୍କୁ ଜଣା ନଥାଏ ଯେ କେମିତି ଏଥିରୁ ମୁକ୍ତି ପାଇବେ । ତେବେ ବିଶେଷ କରି ଖରାଦିନେ ଏହି ଆଲର୍ଜି ସମସ୍ୟା ଅଧିକ ଦେଖାଯାଇଥାଏ ।

ଲେମ୍ବୁ ଖାଇବା ଦ୍ୱାରା ଇମୁଁନଙ୍ଗ୍ ସିଷ୍ଟମ ମଜବୁତ ହୋଇଥାଏ ଏବଂ ସବୁ ପ୍ରକାର ଆଲର୍ଜି ରୋଗ ଦୂରେଇ ଯାଇଥାଏ । ଏଥିରେ ବହୁତ ଭିଟାମିନ ଯଥା ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଦିନସାରା ଆମକୁ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଇବା ଦରକାର ।

ହଳଦୀ ରେ କୁର୍କୁନିକ ଲବଣ ପାଇଥାଉ ଆମେ ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଅଟେ ଏବଂ ଆଣ୍ଟିକମ୍ପ୍ଲିମେଣ୍ଟ୍ରି ମଧ୍ୟ ଏହା ଦ୍ୱାରା ମିଳି ଥାଏ । ଏହା ଆଲର୍ଜି ସହିତ ଲଢ଼ିଥାଏ । ଯଦି ପ୍ରତ୍ୟେକ ଦିନ ଗରମ କ୍ଷୀରରେ ହଳଦୀ ମିଶାଇ ପିଇବେ ତେବେ ଆପଣ ଆଲର୍ଜିରୁ ମୁକ୍ତି ପାଇ ପାରିବେ । ପ୍ରତ୍ୟେକ ଦିନ ସେଓ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳି ଭଲହୋଇଥାଏ ଏବଂ ଏହା ଦ୍ୱାରା ଆମକୁ ଶକ୍ତି ।