ମେଣ୍ଟର ହେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲରେ ଯୋଡିହେଲେ ପୂର୍ବତନ ଟିମ୍‌ ଇଣ୍ଡିଆ ଓପନର ଗୌତମ ଗମ୍ଭୀର । ତାଙ୍କୁ ମେଣ୍ଟର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଆଇପିଏଲର ନୂଆ ଦଳ ଲକ୍ଷେ୍ନø ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି । ପୂର୍ବରୁ ଆଇପିଏଲର ଏହି ନୂଆ ଫ୍ରାଞ୍ଚାଇଜ୍‌ ଜିମ୍ବାୱେ ଦଳର ପୂର୍ବ ଅଧିନାୟକ ଆଣ୍ଡି ଫ୍ଲାୱାରଙ୍କୁ ନିଜର କୋଚ୍‌ ଭାବେ ନିଯୁକ୍ତ କରିଥିଲା । ଏହାପରେ ଗୌତମଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତ କରିଛି ଲକ୍ଷେ୍ନø ଟିମ ।